ଆଇପିଏଲରେ ଡିଫେଣ୍ଡି ଚାମ୍ପିଅନ ଚେନ୍ନାଇ ସୁପରକିଙ୍ଗସର କ୍ରମାଗତ ଦ୍ବିତୀୟ ପରାଜୟ । ହାଇଦ୍ରାବାଦ ଠାରୁ ୬ ୱିକେଟରେ ପରାସ୍ତ ହୋଇଛି CSK। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ଟିମ ୫ ୱିକେଟ ହରାଇ ୧୬୫ ରନ କରିଥିଲା । ଶିବମ ଦୁବେ ୨୪ ବଲରୁ ୪୫ ରନ କରିଥିଲେ । ଜାଡେଜା ୩୧ ଓ ରାହାଣେ ୩୫ ରନର ଇନିଂସ ଖେଳିଥିଲେ । ଜବାବରେ ୧୮ ଦଶମିକ ୧ ଓଭରରେ ୪ ୱିକେଟ ହରାଇ ସନରାଇଜର୍ସ ଟିମ ଟାର୍ଗେଟ ହାସଲ କରିଥିଲା । ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷେକ ଶର୍ମା ପ୍ଲେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି । ୧୨ ବଲରୁ ୪ ଛକା ଓ ୩ ଚୌକା ବଳରେ ୩୭ କରିଥିଲେ ଅଭିଶେଷ । ସେହିପରି ମାରକ୍ରମ ୩୬ ବଲରୁ ୫୦ ରନର ପାଳି ଖେଳିଥିଲେ । ପୂର୍ବରୁ ଦିଲ୍ଲୀ ଠାରୁ ହାରିଥିଲା ଚେନ୍ନାଇ ଟିମ ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…