କ୍ରୀଡା

Googleରେ ସର୍ଚ୍ଚ କରନ୍ତୁ ‘Rashid Khan Wife’ ଆସିବ ଅନୁଷ୍କା ଶର୍ମାଙ୍କ ନାମ ! ଜାଣନ୍ତୁ କାହିଁକି ଏମିତି ଉତ୍ତର ଦେଉଛି ଗୁଗଲ

ସବୁବେଳେ କୌଣସି ନା କୌଣସି କାରଣ ପାଇଁ ଚର୍ଚ୍ଚାେରେ ରହୁଥିବା ଅନୁଷ୍କାଙ୍କୁ ନେଇ ଗୁଗଲରେ କିଛି ଏମିତି ସର୍ଚ୍ଚ କରାଯାଉଛି ଯେଉଁ କାରଣରୁ ସମସ୍ତଙ୍କ ମୁଣ୍ଡ ଗୋଲ ହୋଇଯାଇଛି। ଗୁଗଲରେ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନଙ୍କ ପତ୍ନୀଙ୍କ ନାମ ସର୍ଚ୍ଚ କଲେ ଆକ୍ଟ୍ରେସ ତଥା ବିରାଟ କୋହଲୀଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ନାମ ସାମ୍ନାକୁ ଆସୁଛି। ସବୁଠାରୁ ଖାସ୍‌ କଥା ହେଉଛି ରଶିଦ ଖାନଙ୍କୁ ଏବେ ମାତ୍ର ୨୨ ବର୍ଷ ଏବଂ ସେ ଏବେ ପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। କିନ୍ତୁ ଗୁଗଲ ତାଙ୍କ ଠାରୁ ୧୦ ବର୍ଷ ବଡ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ତାଙ୍କ ପତ୍ନୀ ବନାଇ ଦେଇଛି।

ଯଦି ଆପଣ ଗୁଗଲରେ ଆଫଗାନିସ୍ତାନ କ୍ରିକେଟର ରଶିଦ ଖାନଙ୍କ ପତ୍ନୀ ଅର୍ଥାତ Rashid Khan Wife ଲେଖି ସର୍ଚ୍ଚ କରିବେ ତ ଆପଣଙ୍କୁ ଅନୁଷ୍କା ଶର୍ମାଙ୍କ ନାମ ସାମ୍ନାକୁ ଆସିବ। ଯଦି ଏହି କଥା ଶୁଣି ବିଶ୍ୱାସୁ ନ ହେଉଛି ତାହେଲେ ଗୁଗଲରେ ନିଜେ ସର୍ଚ୍ଚ କରି ଦେଖନ୍ତୁ।

କେବଳ ଏତିକି ନୁହେଁ ଦୁହିଁଙ୍କ ବିବାହ ଡେଟ ମଧ୍ୟ ଲେଖାଅଛି। କିନ୍ତୁ ଏହି ବିବାହ ଡେଟ ବିରାଟ କୋହଲୀ ଏବହଂ ଅନୁଷ୍କା ଶର୍ମାଙ୍କ ବାହାଘର ତାରିଖ। ଆମେ ସମସ୍ତେ ଜାଣିଛନ୍ତି ଯେ ଅନୁଷ୍କା ଶର୍ମା ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ପତ୍ନୀ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୨୦୧୮ରେ ପ୍ରିତି ଜିଣ୍ଟା ଏକ ଇନଷ୍ଟାଗ୍ରାମ ସେସନରେ ରଶିଦ ଖାନକୁ ତାଙ୍କ ପସନ୍ଦର ଅଭିନେତ୍ରୀଙ୍କ ବିଷୟରେ ପ୍ରଶ୍ନ କରିଥିଲେ। ରଶିଦ୍ ଖାନଙ୍କ ପସନ୍ଦର ଅଭିନେତ୍ରୀ ଅନୁଷ୍କା ଶର୍ମା ଥିବାରୁ ସେବେଠୁ ରଶିଦ୍ ଖାନଙ୍କ ପତ୍ନୀ ଅନୁଷ୍କା ଶର୍ମା ବୋଲି ଗୁଗଲ୍ରେ ଦେଖଉଛି। ଯେତେବେଳେ କି ଏପର୍ଯ୍ୟନ୍ତ ରସିଦ୍ ଖାନ୍ ବିବାହ କରିନାହାନ୍ତି।

 

Pritiparna

Recent Posts

ଆଜିର ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ଆଜି କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ନିଜକୁ ଶକ୍ତିବାନ୍‌ ଅନୁଭବ କରିବେ । ପାରିବାରିକ ସୁଖ, ଶାନ୍ତି ରହିବ । ସମ୍ପତ୍ତି ବିବାଦରେ ବିଜୟ…

3 hours ago

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

5 hours ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

6 hours ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

6 hours ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

6 hours ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

7 hours ago