କେନ୍ୟୁଜ୍: ଫିଫା ବିଶ୍ୱକପ୍ ଫାଇନାଲରେ ଡିଫେଣ୍ଡିଂ ଚାମ୍ପିଅନ୍ ଫ୍ରାନ୍ସ । ୧୮ ତାରିଖରେ ଆର୍ଜେଣ୍ଟିନା ସହ ଟାଇଟଲ୍ ପାଇଁ ଲଢ଼ିବ । ଗତକାଲି ଦ୍ୱିତୀୟ ସେମିରେ ମରକ୍କୋକୁ ୨-୦ରେ ପରାସ୍ତ କରିଥିଲା । ଚତୁର୍ଥ ଥର ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଲଗାତାର ଦ୍ୱିତୀୟ ଥର ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଦ୍ୱିତୀୟ ସେମିରେ କଡ଼ା ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥିଲା ।
ମ୍ୟାଚର ପ୍ରଥମ ୫ ମିନିଟରେ ଫ୍ରାନ୍ସ ଡିଫେଣ୍ଡର ଥିଓ ହର୍ଣ୍ଣାଡେଜ୍ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ଦେଖିବାକୁ ମିଳିଥିଲା କଡ଼ା ମୁକାବିଲା । କେହି କାହାରିକୁ ଛାଡ଼ିବା ପରିସ୍ଥିତିରେ ନଥିଲେ । ପରେ ୭୯ ତମ ମିନିଟରେ ଗୋଲ୍ ଦେଇ ରେଣ୍ଡଲ କୋଲୋ । ପରାଜୟ ସହ ମରକ୍କୋର ଚମତ୍କାର ବିଶ୍ୱକପ୍ ବିଶ୍ୱକପ୍ ଅଭିଯାନ ଶେଷ ହୋଇଛି ।
ମରକ୍କୋ ପ୍ରଥମ ଦକ୍ଷିଣ ଆଫ୍ରିକୀୟ ଦେଶ ଭାବରେ ଫିଫା ବିଶ୍ୱକପ୍ ଖେଳି ଇତିହାସ ରଚିଛି । ୧୮ ତାରିଖରେ ଲଗାତାର ଦ୍ୱିତୀୟ ଥର ବିଶ୍ୱକପ୍ ଟ୍ରଫି ପାଇଁ ଆର୍ଜେଣ୍ଟିନା ସହ ଲଢ଼ିବ ଫ୍ରାନ୍ସ । ଶନିବାର ତୃତୀୟ ସ୍ଥାନ ପାଇଁ ଲଢ଼ିବେ କ୍ରୋଏସିଆ ଓ ମରକ୍କୋ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…