ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍ ଖେଳା ଯାଉଛି । ଲର୍ଡସ ଠାରେ ଖେଳା ଯାଉଥିବା ଏହି ଦିବାରାତ୍ର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଦାରିତ ରନରେ ୯ଟି ଓ୍ବିକେଟ ହାରଇ ୨୪୩ରନ୍ ହାସଲ କରିଛି। ତେବେ ଟିମର ପ୍ରାରମ୍ଭିକ ବ୍ୟାଟିଂ ବିପର୍ୟ୍ୟୟ ରହିଥିଲା। ୧୬ ଓଭରରେ ମାତ୍ର ୬୮ ରନ୍ରେ ପାଞ୍ଚଥର ଚାମ୍ପିଅନ୍ ଅଷ୍ଟ୍ରେଲିଆର ପ୍ରମୁଖ ୩ଟି ଓ୍ଵିକେଟ୍ ପଡ଼ିଯାଇଥିଲା। ତେବେ ଏହି ଖେଳରେ ପ୍ରଥମ ନ୍ୟୁଜିଲାଣ୍ଡ ହାଟ୍ରିକ୍ ବୋଲର ଭାବେ ରେକର୍ଡ କାୟମ କରିଛନ୍ତି ଟେଣ୍ଟ ବୋଲ୍ଟ।
ଭୁବନେଶ୍ୱର : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…
ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…
ରାଜଧାନୀ ଦିଲ୍ଲୀର ପ୍ରେମ୍ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…
ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…
ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…
ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…