ଅଷ୍ଟ୍ରେଲିଆ ଦେଲା ନ୍ୟୁଜିଲାଣ୍ଡକୁ ୨୪୪ ରନର ଟାର୍ଗେଟ

ବିଶ୍ୱକପରେ ଆଜି ଦୁଇଟି ମ୍ୟାଚ୍ ଖେଳା ଯାଉଛି । ଲର୍ଡସ ଠାରେ ଖେଳା ଯାଉଥିବା ଏହି ଦିବାରାତ୍ର ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ନିର୍ଦ୍ଦାରିତ ରନରେ ୯ଟି ଓ୍ବିକେଟ ହାରଇ ୨୪୩ରନ୍ ହାସଲ କରିଛି। ତେବେ ଟିମର ପ୍ରାରମ୍ଭିକ ବ୍ୟାଟିଂ ବିପର‌୍ୟ୍ୟୟ ରହିଥିଲା। ୧୬ ଓଭରରେ ମାତ୍ର ୬୮ ରନ୍ରେ ପାଞ୍ଚଥର ଚାମ୍ପିଅନ୍ ଅଷ୍ଟ୍ରେଲିଆର ପ୍ରମୁଖ ୩ଟି ଓ୍ଵିକେଟ୍ ପଡ଼ିଯାଇଥିଲା। ତେବେ ଏହି ଖେଳରେ ପ୍ରଥମ ନ୍ୟୁଜିଲାଣ୍ଡ ହାଟ୍ରିକ୍ ବୋଲର ଭାବେ ରେକର୍ଡ କାୟମ କରିଛନ୍ତି ଟେଣ୍ଟ ବୋଲ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.