Below header

ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ଶ୍ରୀୟଙ୍କା, ୨୦୨୦ରେ ପୁଣି କମାଲ କରିବାକୁ ପ୍ରୟାସ

୨୦୨୦ ଟୋକିଓ ଅଲମ୍ପିକସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓଡ଼ିଆ ଝିଅ ତଥା ଶ୍ରୀୟଙ୍କା ଷଡଙ୍ଗୀ । ମଇ ମାସରେ ଜର୍ମାନରେ ସିଲଭର ଓ ଗୋଲଡ ମେଡାଲ ପାଇଛନ୍ତି କିଟରେ ପଢୁଥିବା ଶ୍ରୀୟଙ୍କା । ଗଗନ ନାରଙ୍ଗଙ୍କ ଟିମରେ ତାଲିମ ନେବା ସହ ଭଲ ପ୍ରର୍ଦଶନ କରୁଛନ୍ତି । ଟୋକିଓ ଅଲମ୍ପିକସ ପାଇଁ ମଧ୍ୟ ଯୋଗ୍ୟତା ପାଇବେ ବୋଲି ଦୃଢ ଆଶ ପ୍ରକଟ କରିଛନ୍ତି ଶ୍ରୀୟଙ୍କା। ଆଜି ତାଙ୍କୁ କିସ ଓ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ମାନିତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.