Below header

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ଲକରେ କଡ଼ାକଡ଼ି ଚେକିଂ

ନିର୍ବାଚନକୁ ଦୃଷ୍ଟିରେ ରଖି ଚେକିଂ ଜୋରଦାର । ଆଗାମୀ ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ କଡାକଡି ଭାବରେ ଚେକିଂ କରାଯାଉଛି।

ଦଶପଲ୍ଲା(କେନ୍ୟୁଜ୍‌) : ନିର୍ବାଚନକୁ ଦୃଷ୍ଟିରେ ରଖି ଚେକିଂ ଜୋରଦାର । ଆଗାମୀ ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ କଡାକଡି ଭାବରେ ଚେକିଂ କରାଯାଉଛି। ଫ୍ଲାଇଂ ସ୍କ୍ବାଡ ଓ SST ଟିମ୍ ତଥା ପୋଲିସର ମିଳିତ ସହଯୋଗରେ ଗଣିଆ, ଦଶପଲ୍ଲା, ନୂଆଗାଁ ଓ ବାଣିଗୋଛା ଥାନା ଅନ୍ତର୍ଗତ ସମସ୍ତ ସ୍ଥାନରେ ଚେକିଙ୍ଗଜୋରଦାର ଚାଲିଛି। ରାସ୍ତାରେ ଯାଉଥିବା ସମସ୍ତ ଗାଡି ଓ ଲୋକଙ୍କ ଭିଡିଓ ଫଟୋ ଉଠାଇ ପ୍ରମାଣ ରଖାଯାଉଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.