Below header
Browsing Tag

Sriyanka Sarangi

ଟୋକିଓ ଅଲମ୍ପିକ୍ସ ପାଇଁ ପ୍ରସ୍ତୁତ ହେଉଛନ୍ତି ଶ୍ରୀୟଙ୍କା, ୨୦୨୦ରେ ପୁଣି କମାଲ କରିବାକୁ ପ୍ରୟାସ

୨୦୨୦ ଟୋକିଓ ଅଲମ୍ପିକସ ପାଇଁ ପ୍ରସ୍ତୁତି ଚଳାଇଛନ୍ତି ଓଡ଼ିଆ ଝିଅ ତଥା ଶ୍ରୀୟଙ୍କା ଷଡଙ୍ଗୀ । ମଇ ମାସରେ ଜର୍ମାନରେ ସିଲଭର ଓ ଗୋଲଡ ମେଡାଲ ପାଇଛନ୍ତି କିଟରେ ପଢୁଥିବା ଶ୍ରୀୟଙ୍କା । ଗଗନ ନାରଙ୍ଗଙ୍କ ଟିମରେ ତାଲିମ ନେବା ସହ ଭଲ ପ୍ରର୍ଦଶନ କରୁଛନ୍ତି । ଟୋକିଓ ଅଲମ୍ପିକସ ପାଇଁ ମଧ୍ୟ ଯୋଗ୍ୟତା…

ଓଡ଼ିଶାକୁ ବଡ ସଫଳତା, ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀଙ୍କୁ ସ୍ବର୍ଣ୍ଣ

ଓଡ଼ିଆ ସୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ଓଡ଼ିଶା ତଥା ସମଗ୍ର ଭାରତ ପାଇଁ ଗୌରବ ଆଣିଦେଇଛନ୍ତି। ଚେକ୍‌ ରିପବ୍ଲିକ ଗ୍ରାଁପି ଲିବରେଶନ ଶୁଟିଂ ପ୍ରତିଯୋଗିତାରେ ସେ ସ୍ବର୍ଣ୍ଣ ପଦକ ଜିତି ଏହି ସଫଳତା ହାସଲ କରିଛନ୍ତି। ୧୦ ମିଟର ଏୟାର ରାଇଫଲର ମିକ୍ସଡ୍‌ ଇଭେଣ୍ଟରେ ଶ୍ରୀୟଙ୍କା ଗଗନ ନାରଙ୍ଗଙ୍କ ସହିତ…

ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ବର(କେନ୍ୟୁଜ୍) : ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ H ଆଣ୍ଡ N କପ୍‌ ସୁଟିଂରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ ଶ୍ରୀୟଙ୍କା। ଜାନୁଆରି…