ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ବର(କେନ୍ୟୁଜ୍) : ଜର୍ମାନୀ ଅନ୍ତର୍ଜାତୀୟ ସୁଟିଂ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ। କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀ ଶ୍ରୀୟଙ୍କା ଷଡ଼ଙ୍ଗୀ H ଆଣ୍ଡ N କପ୍‌ ସୁଟିଂରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି। ଏକମାତ୍ର ଓଡ଼ିଆ ଭାବେ ଭାରତୀୟ ଟିମରେ ସ୍ଥାନ ପାଇଥିଲେ ଶ୍ରୀୟଙ୍କା। ଜାନୁଆରି ୨୩ରୁ ମ୍ୟୁନିକରେ ଚାଲିଥିଲା ଏହି ପ୍ରତିଯୋଗିତା। ସ୍ୱର୍ଣ୍ଣପଦକ ବିଜୟୀ ହେବା ପରେ ସେ ନିଜ ବାପାମା’ ଓ କିଟ-କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.