ଘର ଭିତରେ କନିଷ୍ଠ କିରାଣିଙ୍କ ମୃତଦେହ..

ରେଢାଖୋଲ(କେନ୍ୟୁଜ): ଘର ଭିତରେ ମୃତଦେହ। ଉଦ୍ଧାର ହେଲା କନିଷ୍ଠ କିରାଣିଙ୍କ ମୃତଦେହ । ମୃତକ ରେଢାଖୋଲ ନାକଟିଦେଉଳ ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣି କ୍ଷୀରୋଦ ବଳ । ଘର ଭିତରୁ କ୍ଷୀରୋଦ ବଳଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ରେଢାଖୋଲ ସହରର ଲୁକାପାଲି ସାହିରେ ଏକ ଭଡା ଘରେ ଏକା ରହୁଥିଲେ କ୍ଷୀରୋଦ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ତଦନ୍ତ କରୁଛି ରେଢାଖୋଲ ପୋଲିସ୍ ।

Leave A Reply

Your email address will not be published.