ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ, ସବରେଜିଷ୍ଟ୍ରାର ଅଫିସରୁ ପାଖାପାଖି ୧୫ ଲକ୍ଷ ଜବତ
ଭୁବନେଶ୍ଵର : ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଲାଞ୍ଚ ଘଟଣାରେ ରେଡ ବେଳେ ପଦାକୁ ଆସିଲା ଦୁର୍ନୀତିର ବଡ଼ ପେଡ଼ି । ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ୧୫ ଲକ୍ଷ ୮ ହଜାର ୫୫୦ ଟଙ୍କା । ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟ୍ରାର ଅଫିସରୁ ମିଳିଲା ଏହି ଟଙ୍କା । ଲାଞ୍ଚ ଆକାରରେ ଏହି ଟଙ୍କା…