Categories: କ୍ରୀଡା

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଫାଇନାଲରେ ଭାରତୀୟ ସଟଲର ପି. ଭି. ସିନ୍ଧୁ

ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଫାଇନାଲରେ ଭାରତୀୟ ସର୍ଟଲର ପି. ଭି. ସିନ୍ଧୁ। ଆଜି ଖେଳାଯିବ ଫାଇନାଲ୍‌ ମ୍ୟାଚ୍‌। ଜାପାନର ନୋଜୋମୀ ଓକୁହାରାଙ୍କ ସହ ଲଢ଼େବେ ସିନ୍ଧୁ। ଗତକାଲି ପ୍ରଥମ ସେମି ଫାଇନାଲରେ ଚୀନର ଚେନ୍‌ ୟୁ ଫେଇଙ୍କୁ ୨୧-୭, ୨୧-୧୪ ରେ ହରାଇ ଫାଇନାଲ୍‌ ଟିକେଟ୍‌ ହାତେଇଥିଲେ ସିନ୍ଧୁ। ଲଗାତାର ତୃତୀୟ ଥର ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍‌ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮ରେ ସେ୍ପନ୍‌ ତାରକା କାରୋଲିନା ମରିନ ଓ ୨୦୧୭ରେ ଜାପାନର ନୋଜୋମୀ ଓକୁହାରାଙ୍କଠାରୁ ଟାଇଟଲ ଲଢ଼େଇରେ ପରାସ୍ତ ହୋଇଥିଲେ ସିନ୍ଧୁ। ଏଥର ଚାମ୍ପିଅନ୍‌ ହେବା ଲକ୍ଷ୍ୟରେ ଓହ୍ଲାଇବେ। ତେବେ ନୋଜୋମୀ ଓକୁହାରାଙ୍କୁ ହରାଇବା ପାଇଁ ସିନ୍ଧୁଙ୍କୁ ସ୍ୱତନ୍ତ୍ର ରଣନୀତି ଓ ଆଟାକିଂ ଖେଳିବାକୁ ହେବ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago