ପାକିସ୍ଥାନୀ କ୍ରିକେଟର ଫଖର ଜମାନଙ୍କ ସହିତ ନିଜ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଜରୀନ ଖାନ

କ୍ରୀକେଟର ଏବଂ ବଲିଉଡର କକଟେଲ ସବୁବେଳେ ଚର୍ଚ୍ଚାରେ ରହିଥାଏ। କେତେକଙ୍କର ପ୍ରେମ ସଫଳ ହେଇଛି ତ ଆଉ କେତେକଙ୍କର ଅଧୂରା ହୋଇ ରହିଯାଇଛି। କ୍ରୀକେଟରଙ୍କର ବଲିଉଡ କନେକସନ୍ ମିଡିଆରେ ଚର୍ଚ୍ଚା ହେବାକୁ ସମୟ ନେଇଥାଏ।

କିଛି ଦିନ ହେବ ବଲିଉଡ ଅଭିନେତ୍ରୀ ଜରୀନ ଖାନ ଏବଂ ପାକିସ୍ଥାନ କ୍ରୀକେଟର ଫଖର ଜମାନଙ୍କର ସମ୍ପର୍କର ଖବର ସୋସିଆଲ ମିଡିଆରେ ଜମେଇକି ଭାଇରାଲ ହେବାକୁ ଲାଗିଛି। ଜରୀନଙ୍କର ନାମ ପାକିସ୍ଥାନ ଷ୍ଟାର ଓପନର ଫଖର ଜମାନଙ୍କ ସହିତ ଯୋଡା ଯାଉଥିଲା। ଏବେ ଜରୀନ ଫଖରଙ୍କ ସହିତ ନିଜ ସମ୍ପର୍କର ଖୁଲାସା କରିଛନ୍ତି।

ସଲମାନଙ୍କ ସହିତ ଫିଲ୍ମ ’ବୀର’ରୁ ନିଜର ବଲିଉଡ ଡେବ୍ୟୁ କରିଥିବା ଜରୀନ ଏହି ଖବରକୁ ବକୱାସ ବୋଲି କହିଛନ୍ତି। ଟ୍ବିଟରରେ କୌଣସି ଏକ ନ୍ୟୁଜ ୱେବସାଇଟର ଖବରକୁ ସେୟାର କରି ୩୧ ବର୍ଷିୟା ଅଭିନେତ୍ରୀ ଲେଖିଛନ୍ତି, ’ବୁଲସେଟ’ ଏହାର ମାନେ ହେଉଛି ବକୱାସ। ଏହାକୁ ଲେଖି ଜରୀନ ଫଖରଙ୍କ ସହିତ ସମ୍ପର୍କକୁ ମିଛ ବୋଲି କହିଲେ।

ଏହା ସହ ପଢ଼ନ୍ତୁ : ଅନୁଷ୍କା – ଆୟସାଙ୍କ ଝଗଡାରେ ବଳି ପଡିଲେ ଧୱନ ! ଟିମରୁ ବାହାର କଲେ କୋହଲି

ଜଣାଇବାକୁ ଚାହିଁବୁ ସୋସିଆଲ ମିଡିଆରେ ଦୁହିଁଙ୍କର ଡେଟିଙ୍ଗର ଖବର ବହୁତ ଶୀଘ୍ର ଭାଇରାଲ ହେଉଛି ଏବଂ କୁହାଯାଉଛି ଯେ ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି। ଫଖର ଜମାନ ଜିମ୍ବାୱେ ବିପକ୍ଷରେ ଦ୍ବିଶତକ କରିଥିଲେ। ଏମିତି ସ୍କୋର କରିବାର ସେ ଏକମାତ୍ର ପାକିସ୍ଥାନୀ ବଲୋର ଅଟନ୍ତି। ସେ ଏସିଆ କପରେ ଫ୍ଲପ୍ ପ୍ରମାଣିତ ହୋଇଥିଲେ।

KNews Bureau

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

35 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

46 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

59 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago