ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିତିଲା। ଷ୍ଟାଡିୟମରେ ବସିଥିବା ପ୍ରେମୀ ଯୁଗଳ ଖେଳ ଦେଖିବା ପରିବର୍ତ୍ତେ ରୋମାଣ୍ଟିକ ମୁଡରେ ରହିଥିଲେ। ଷ୍ଟାଡିୟମରେ ବସି ଦୁହେଁ ପରସ୍ପରକୁ କିସ୍ କରୁଥିବାର ନଜର ଆସିଥିଲେ। ହଠାତ୍ ସେମାନଙ୍କ ଉପରେ କ୍ୟାମେରା ପଡିବା ବେଳକୁ ପ୍ରେମୀ ଯୁଗଳ ପରସ୍ପରକୁ କିସ୍ କରୁଥିବାର ନଜର ଆସିଥିଲେ। ଏହି ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ ମଜାଦାର ମିମ୍ସ କରୁଛନ୍ତି।
ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏଭଳି ଏକ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ସମସ୍ତ ଦର୍ଶକ ଗୁଜୁରାଟ-ଦିଲ୍ଲୀ ମ୍ୟାଚର ମଜା ନେଉଥିବା ବେଳେ ଷ୍ଟାଡିୟମରେ ବସି ରୋମାନ୍ସ କରୁଥିଲେ ଏହି ପ୍ରେମୀ ଯୁଗଳ । ଉଭୟ ପରସ୍ପରଙ୍କୁ କିସ କରିବାରେ ସମ୍ପୂର୍ଣ୍ଣ ମସଗୁଲ ହୋଇଯାଇଥିଲେ । ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହି ଫଟୋକୁ ନେଇ ବିଭିନ୍ନ ଅନ୍ଦାଜରେ କାର୍ଟୁନ କରି ପୋଷ୍ଟ କରି ଚାଲିଛନ୍ତି ୟୁଜର୍ସ ।
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…