Below header

ଷ୍ଟାଡିୟମରେ ସମସ୍ତେ ଖେଳ ଦେଖିବାରେ ବ୍ୟସ୍ତ ଥିବା ବେଳେ ପ୍ରେମୀ ଯୁଗଳ କିସ୍‌ କରିବାରେ ମସଗୁଲ, ଭାଇରଲ ହେଉଛି ଭିଡିଓ

ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏମିତି କିଛି ଦେଖିବାକୁ ମିଳିଥିଲା, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିତିଲା। ଷ୍ଟାଡିୟମରେ ବସିଥିବା ପ୍ରେମୀ ଯୁଗଳ ଖେଳ ଦେଖିବା ପରିବର୍ତ୍ତେ ରୋମାଣ୍ଟିକ ମୁଡରେ ରହିଥିଲେ। ଷ୍ଟାଡିୟମରେ ବସି ଦୁହେଁ ପରସ୍ପରକୁ କିସ୍‌ କରୁଥିବାର ନଜର ଆସିଥିଲେ। ହଠାତ୍‌ ସେମାନଙ୍କ ଉପରେ କ୍ୟାମେରା ପଡିବା ବେଳକୁ ପ୍ରେମୀ ଯୁଗଳ ପରସ୍ପରକୁ କିସ୍‌ କରୁଥିବାର ନଜର ଆସିଥିଲେ। ଏହି ଯୋଡିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ୟୁଜର୍ସ ମଜାଦାର ମିମ୍ସ କରୁଛନ୍ତି।

 

View this post on Instagram

 

A post shared by Insta Desi (@insta_desii)

ଗୁଜରାଟ ଟାଇଟନ୍ସ ଏବଂ ଦିଲ୍ଳୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ଚାଲିଥିବା ବେଳେ ଏଭଳି ଏକ ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇଛି । ସମସ୍ତ ଦର୍ଶକ ଗୁଜୁରାଟ-ଦିଲ୍ଲୀ ମ୍ୟାଚର ମଜା ନେଉଥିବା ବେଳେ ଷ୍ଟାଡିୟମରେ ବସି ରୋମାନ୍ସ କରୁଥିଲେ ଏହି ପ୍ରେମୀ ଯୁଗଳ । ଉଭୟ ପରସ୍ପରଙ୍କୁ କିସ କରିବାରେ ସମ୍ପୂର୍ଣ୍ଣ ମସଗୁଲ ହୋଇଯାଇଥିଲେ । ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେବା ପରେ ଏହି ଫଟୋକୁ ନେଇ ବିଭିନ୍ନ ଅନ୍ଦାଜରେ କାର୍ଟୁନ କରି ପୋଷ୍ଟ କରି ଚାଲିଛନ୍ତି ୟୁଜର୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.