ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି: ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା

ଭୁବନେଶ୍ବର(କେନ୍ୟୁଜ୍): ଉପକୂଳରେ କମୁଛି ତାତି, ପଶ୍ଚିମରେ ଜଳୁଛି । ୪୦ ଡିଗ୍ରୀ ଉପରେ ରହିଛି ୮ ସହର ତାପମାତ୍ରା । ଟିଟଲାଗଡରେ ୪୩.୪ ଡିଗ୍ରୀ ରହିଛି ତାପମାତ୍ରା ।ବଲାଙ୍ଗିର, ଝାରସୁଗୁଡା ଓ ବୌଦ୍ଧରେ ୪୧.୫ ଡିଗ୍ରୀ ରହିଛି ପାରା ।

ଆଗକୁ ଆହୁରି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଥିବାବେଳେ ଏବେଠାରୁ ଡହଳ ବିକଳ ହେଲେଣି ସ୍ଥାନୀୟ ଲୋକ । ଏପଟେ ତାତି ସହ ପାନୀୟ ଜଳ ସମସ୍ୟା ସହରବାସୀଙ୍କୁ ଆହୁରି ଘାଇଲା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.