ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ପ୍ରତିଯୋଗିତାରେ ସେକେଣ୍ଡ ରନର ଅପ୍‌ ମୁକୁଟ ପିନ୍ଧିଲେ ଓଡ଼ିଆ ଝିଅ

ନୂଆଦିଲ୍ଲୀ(କେନ୍ୟୁଜ୍): ସୁନ୍ଦରୀ ପ୍ରତିଯୋଗିତାରେ ଚମକିଲେ ଓଡ଼ିଆ ଝିଅ । ଦିଲ୍ଲୀରେ ଆୟୋଜିତ ମିସ୍‌ ଇଣ୍ଡିଆ ପ୍ଲାନେଟ୍‌ ପ୍ରତିଯୋଗିତାରେ ସେକେଣ୍ଡ ରନର ଅପ୍‌ ମୁକୁଟ ପିନ୍ଧିଲେ ଅଦିତି ଅନ୍ଵେଷା ମହାପାତ୍ର । ଓଡ଼ିଶାର ଏକମାତ୍ର ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ ଅଦିତି ।

ପୁରା ଦେଶରୁ ୧ ହଜାରରୁ ଉର୍ଦ୍ଧ୍ୱ ଝିଅ ସାମିଲ ହୋଇଥିଲେ । ଅଦିତି ଏହା ପୂର୍ବରୁ ମିସ୍‌ ଓଡିଶା,ODISHA’S NEXT TOP MODEL, ଓ ମିସ୍‌ ସମ୍ବଲପୁର ଟାଇଟଲ ହାସଲ କରି ସାରଛନ୍ତି । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ଦିଲ୍ଲୀ ବ୍ୟୁରେ ହେଡ୍‌ ଆଶୁତୋଷ ରାଉତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.