ଭୁବନେଶ୍ୱର ପଳାଶୁଣି ଛକରେ ଛାତିଥରା ଦୁର୍ଘଟଣା: ୪ଟି ଗାଡିକୁ ଧକ୍କା ଦେଲା ହାଇଓ୍ଵା, କାର୍ ଚାଳକ ମୃତ

ଭୁବନେଶ୍ୱର(କେନ୍ଯୁଜ୍): ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱର ପଳାଶୁଣି ଛକରେ ଦୁର୍ଘଟଣା ଘଟିଛି । ୪ଟି ଗାଡିକୁ ଧକ୍କା ଦେଲା ହାଇଓ୍ଵା ଟ୍ରକ୍‌ । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଲା ହାଇଓ୍ଵା ଟ୍ରକ୍‌ ।

ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି । ଦୁର୍ଘଟଣା ପରେ ୨ଘଣ୍ଟା ଯାତାୟତ ବାଧାପ୍ରାପ୍ତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.