ଆଲିଆ ଭଟ୍ଟ ଝିଅ ରାହା ସହ ସେୟାର କଲେ ଖାସ୍‌ ଫଟୋ, ଫ୍ୟାନ୍ସଙ୍କ ଠାରୁ ମିଳୁଛି ଖୁବ୍‌ ପ୍ରଶଂସା

ଆଲିଆ ଭଟ୍ଟ ପ୍ରାୟତଃ ପ୍ରଶଂସକମାନଙ୍କ ସହିତ ତାଙ୍କ ସୁନ୍ଦର ଝିଅର ଝଲକ ସେୟାର କରନ୍ତି । ବର୍ତ୍ତମାନ ଆଲିଆ ପୁଣି ଥରେ ନିଜର ଏବଂ ରାହାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ମା ଏବଂ ଝିଅର ଏହି ସୁନ୍ଦର ଫଟୋରେ ନିଜର ବହୁତ ଭଲ ପାଇବା ଦେଇଛନ୍ତି ।

ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା ବର୍ତ୍ତମାନ ଇଣ୍ଡଷ୍ଟ୍ରୀର ସବୁଠାରୁ ପ୍ରସିଦ୍ଧ ପ୍ରିୟ ଷ୍ଟାର୍କିଡ୍ ହୋଇଛନ୍ତି । ଯେତେବେଳେ ବି ଆଲିଆ ରାହା ସହିତ ଜଡିତ କିଛି ବି ପୋଷ୍ଟ ସେୟାର କରନ୍ତି କିମ୍ବା କୌଣସି ପାପାରାଜି ରାହାର ଝଲକ ସେୟାର କରନ୍ତି, ସେତେବେଳେ ପ୍ରଶଂସକମାନେ ଷ୍ଟାର କିଡ୍‌ ଉପରେ ବହୁତ ଭଲ ପାଇବା ଦେଇଥାନ୍ତିି । ତେବେ ଆଲିଆ ଭଟ୍ଟ ପ୍ରାୟତଃ ପ୍ରଶଂସକମାନଙ୍କ ସହିତ ତାଙ୍କ ସୁନ୍ଦର ଝିଅର ଝଲକ ସେୟାର କରନ୍ତି । ବର୍ତ୍ତମାନ ଆଲିଆ ପୁଣି ଥରେ ନିଜର ଏବଂ ରାହାଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯାହାକୁ ଦେଖି ପ୍ରଶଂସକମାନେ ମା ଏବଂ ଝିଅର ଏହି ସୁନ୍ଦର ଫଟୋରେ ନିଜର ବହୁତ ଭଲ ପାଇବା ଦେଇଛନ୍ତି ।

ତେବେ ଏହି ଫଟୋରୁ ଜଣାପଡିଛି ଯେ ଆଲିଆ ଭଟ୍ଟ ଏହି ରବିବାର ନିଜ ଝିଅ ରାହାଙ୍କ ସହ ଘରେ ବିତାଇଥିଲେ । ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏକ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ଜେନ କୋୱେନ ଫ୍ଲେଟରଙ୍କ ଦ୍ୱାରା ବେବି ବି କିଇଣ୍ଡ ପଢୁଥିବାର ନଜର ଆସିଛନ୍ତି । ଏହା ସହ ଫଟୋରେ ଆଲିଆ ତାଙ୍କ ଛୋଟ ଝିଅକୁ କୋଳରେ ଧରି ସୋଫାରେ ଶୋଇଥିବାର ନଜର ଆସିଛନ୍ତି । ସେ ଏକ ଧଳା ଟି ସାର୍ଟ ପିନ୍ଧିଛନ୍ତି ଏବଂ ଧଳା ଗୋଲାପୀ କମ୍ବଳରେ ଗୁଡ଼ାଇ ହୋଇଛନ୍ତି । ଏହା ସହ ରାହା ମଧ୍ୟ ଏହି ଷ୍ଟୋରିକୁ ବହୁତ ଧ୍ୟାନର ସହ ଶୁଣୁଛନ୍ତି ।

ପ୍ରଶଂସକମାନେ ଏହି ଆରାମଦାୟକ ଏବଂ ହୃଦୟ ସ୍ପର୍ଶ କରିଦେଉଥିବା ଫଟୋକୁ ବହୁତ ପସନ୍ଦ କରୁଛନ୍ତି । ଆଲିଆ ଏବଂ ରାହାଙ୍କର ଏହି ସୁନ୍ଦର ଫଟୋ ଉପରେ ଅନେକ ପ୍ରଶଂସକ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି । କେବଳ ଏତିକି ନୁହେଁ, ମା ଏବଂ ଝିଅର ଏହି ସୁନ୍ଦର ଫଟୋକୁ ଏପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲାଇକ୍‌ ମିଳିଛି । ତେବେ ଆଲିଆ ଭଟ୍ଟ ୨୦୨୨ରେ ରାହାଙ୍କୁ ଜନ୍ମ ଦେଇଥିଲେ ।

ଆଲିଆ ଭଟ୍ଟ ସେୟାର କରିଥିବା ଏହି ଫଟୋ ଉପରେ ଫ୍ୟାନ୍ସ ବିଭିନ୍ନ ପ୍ରକାରର କମେଣ୍ଟ କରିଛନ୍ତି । ଯେପରି ଆଜି ଇଣ୍ଟରନେଟରେ ଏହା ସବୁଠାରୁ କ୍ୟୁଟ୍‌ ଫଟୋ । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘ରାହା ଏବଂ ତାଙ୍କର ସୁନ୍ଦର ମମି । କେବଳ ପ୍ରଶଂସକ ନୁହଁନ୍ତି, ଅନେକ ସେଲିବ୍ରିଟି ମଧ୍ୟ ଆଲିଆ ଏବଂ ରାହାଙ୍କର ଏହି ସୁନ୍ଦର ଫଟୋରେ ବହୁତ ଭଲ ପାଇବା ଦେଇଛନ୍ତି । ଯଦି ଆମେ ଆଲିଆଙ୍କ ୱାର୍କ ଫ୍ରଣ୍ଟ ବିଷୟରେ କହିବା, ତାହେଲେ ଆଲିଆ ଭଟ୍ଟଙ୍କୁ ଶେଷ ଥର ପାଇଁ ଗାଲ ଗାଟୋଡ ଷ୍ଟାରର ‘ହାର୍ଟ ଅଫ ଷ୍ଟୋନ’ରେ ଦେଖିବାକୁ ମିଳିଥିଲା, ଯାହା ୨୦୨୧୩ ରେ ମୁକ୍ତିଲାଭ କରିଥିଲା । ଏହା ବ୍ୟତୀତ ଯଦି ଆମେ ଆଲିଆଙ୍କ ଅପ୍‌କମିଂ ଫିଲ୍ମ ବିଷୟରେ କଥା ହେବା, ତେବେ ଅଭିନେତ୍ରୀଙ୍କର କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ ଅନେକ ପ୍ରୋଜେକ୍ଟ ନଜର ଆସିବାକୁ ଯାଉଛନ୍ତି ।

ଦେଖନ୍ତୁ ଫଟୋ : https://www.instagram.com/p/C7btr20sYq0/?utm_source=ig_embed&ig_rid=164ddab2-0b26-45c7-9f95-2bb1f89f09af

https://www.instagram.com/p/C7btr20sYq0/?utm_source=ig_embed&ig_rid=164ddab2-0b26-45c7-9f95-2bb1f89f09af

Leave A Reply

Your email address will not be published.