ଦୁବାଇ : ତ୍ରୟୋଦଶ ଆଇପିଏଲ୍ର ଆଜି ଦ୍ୱିତୀୟ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲସ ବିଜୟୀ । ଶେଷ ଓଭରରେ ୧୩ ରନ ଦରକାର ଥିଲା ଆଉ ୧ ରନ ବାକି ଥିବା ବେଳେ ମୟଙ୍କ ଅଗ୍ରୱାଲ ମାତ୍ର ୬୦ ବଲରେ କଲେ ୮୯ ରନ କରି ଆଉଟ ହେଲେ । ଅନ୍ତିମ ବଲରେ ଆଉଟ ହେଲେ ଜୋଡାନ । ଦୁଇ ଦଳ ୧୫୭ ରନରେ ସମାନ ହେବ ପରେ ଖେଳ ସୁପର ଓଭରକୁ ଗଲା । ଆଉ ଏଥିରେ କିଙ୍ଗସ ଇଲେଭେନ୍ ପଞ୍ଜାବକୁ ହରାଇ ବିଜୟୀ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ
।
ପଞ୍ଜାବ ଦଳ ଆଜି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କରିଥିଲା ୮ ଓ୍ଵିକେଟ୍ରେ ୧୫୭ ରନ୍ । ଦିଲ୍ଲୀ ଅଧିନାୟକ ଶ୍ରେୟଶ ଆୟର ୩୨ ବଲ୍ରୁ ୩୯ ଏବଂ ମାର୍କସ୍ ଷ୍ଟୋଇନିସ୍ ଅର୍ଦ୍ଧଶତକ କରି ଦଳର ସମ୍ମାନ ରଖିଥିଲେ । ଷ୍ଟୋଇନିସ୍ ସର୍ବାଧିକ ସ୍କୋରର୍ ଭାବେ ୫୩ ରନ୍ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ । ସେ ୭ଟି ଚୌକା ଓ ୩ଟି ଛକା ମାରିଥିଲେ । ଋଷଭ ପନ୍ତ ୩୧ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ମହମ୍ମଦ ସାମି ୩ଟି ଏବଂ କଟ୍ରେଲ ୨ଟି ଓ୍ଵିକେଟ୍ ନେଇଥିଲେ ।
ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…
ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…
ଭୁବନେଶ୍ୱର(କେନ୍ୟୁଜ୍): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…
ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…
ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍ରୁ ପ୍ରେମିକା…
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…