କ୍ରୀଡା

ନେପାଳ ଟିମ୍‌ ରଚିଲା ବିଶ୍ୱ ରେକର୍ଡ: ୧୬ ବର୍ଷ ପରେ ଭାଙ୍ଗିଲା ଯୁବରାଜଙ୍କ ରେକର୍ଡ, ୯ଟି ବଲରେ ଅର୍ଦ୍ଧଶତକ ମାରିଲେ ଦିପେନ୍ଦ୍ର

ଏସୀୟ କ୍ରୀଡ଼ାରେ ଚାଲିଥିବା ଟି-୨୦ରେ ନେପାଳ ରଚିଛି ବିଶ୍ବରେକର୍ଡ । ଏସୀୟ କ୍ରୀଡାରେ ଇତିହାସ ରଚିଲା ନୋପାଳ ଟିମ । ମଙ୍ଗୋଲିଆ ବିପକ୍ଷରେ ସର୍ବାଧିକ ଦଳଗତ ସ୍କୋର, ଦ୍ରୁତ ଅର୍ଦ୍ଧଶତକ ଓ ଦ୍ରୁତ ଶତକର ନୂଆ ରେକର୍ଡ କରିଛି ନେପାଳ। ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ଟିମ ୩ ୱିକେଟ ହରାଇ ୩୧୪ ରନ କରିଥିଲା । ଯାହା କି ଟି-୨୦ ଇତିହାସରେ ସର୍ବାଧିକ ସ୍କୋର।

ଦଳ ପକ୍ଷରୁ ଦିପେନ୍ଦ୍ର ସିଂହ ୯ବଲରେ ଦ୍ରୁତ ଅର୍ଦ୍ଧଶତକ କରିଥଲେ । ଦୀର୍ଘ ୧୬ ବର୍ଷ ପରେ ଯୁବରାଜଙ୍କ ରେକର୍ଡ ଭାଙ୍ଗିଛି । ନେପାଳ ଟିମର ଦିପେନ୍ଦ୍ର ଟି-୨୦ରେ ଥିବା ଯୁବରାଜଙ୍କ ରେକର୍ଡକୁ ଭାଙ୍ଗିଛନ୍ତି । ଯୁବରାଜ ସଂହଙ୍କ ୧୨ଟି ବଲରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛି । ଦିପେନ୍ଦ୍ରଙ୍କ ଇନିଂସରେ ଥିଲା ୮ ଟି ବିଶାଳ ଛକା । ଷ୍ଟ୍ରାଇକ ରେଟ ୫୨୦ ରହିଥିଲା । ଦଳ ପକ୍ଷରୁ କୁସଲ ମଲ୍ଲା ସର୍ବାଧିକ ୧୩୭ ରନ କରିଛନ୍ତି । ୩୪ ବଲରୁ ଦ୍ରୁତ ଶତକ କରିଥିଲେ କୁସଲ ମଲ୍ଲା । ରୋହିତ ଶର୍ମା ଓ ଡେଭିଡ ମିଲରଙ୍କ ରେକର୍ଡ ଭାଙ୍ଗିଛି ।

ପ୍ରଥମେ ବ୍ୟାଟିଂ କରିଥିବା ନେପାଳ ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟରେ ୩୧୪ ରନ୍ ସଂଗ୍ରହ କରିଥିଲା । ୩୧୫ ରନ ଟାର୍ଗେଟକୁ ମଙ୍ଗୋଲିଆ ୪୧ ରନରେ ଅଲଆଉଟ ହୋଇଛି ।  ଫଳରେ ନେପାଳ ୨୭୩ ରନର ଏକ ବୃହତ ବ୍ୟବଧାନରେ ବିଜୟୀ ହୋଇଥିଲା । ଏହି ମ୍ୟାଚରେ ନେପାଳ ମୋଟ ୨୬ଟି ଛକା ମାରି ରେକର୍ଡ କରିଥିଲା ।

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago