Categories: କ୍ରୀଡା

ପରାଜୟ ପରେ ବି ପାକିସ୍ତାନ ପାଇପାରେ ବିଶ୍ବକପ୍ ଟ୍ରଫି, ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ଫଟୋ

ଭାରତ ବିଶ୍ବକପକୁ ଘରକୁ ଆଣିବା ପ୍ରସ୍ତୁତିରେ ମାତ୍ର କେଇ ପାଦ ଆଗରେ ଅଛି। ଭାରତ ବିଜୟ ହାସଲ କରିବା ପାଇଁ ଅନେକ ସ୍ପୀଡରେ ରହିଛି। ଯେଉଁ କାରଣରୁ ଜିତିବାର ଚାନ୍ସ ଅଧିକ ରହିଛି। ବିଶ୍ବକପ୍ ଟ୍ରଫି କାହା ପାଖକୁ ଯିବ ତାହା ବର୍ତ୍ତମାନ କୁହାଯାଇପାରିବନାହିଁ।

ଏହା କୁହାଯାଉଛି ଯେ ଏହି ଟ୍ରଫି ସାତ ସମୁଦ୍ର ପାର କରି ଭାରତ ହିଁ ଆସିବ।

ଏହା ସହ ପଢ଼ନ୍ତୁ : ବଦଳି ପାରେ ଅଙ୍କ, ସେମିଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ମୁକାବିଲା

ଆମେ ସମସ୍ତେ ତ ବିଶ୍ବକପ୍ ଟ୍ରଫି ଦେଖିସାରିଛନ୍ତି। ଟ୍ରଫି ବହୁତ ହିଁ ସୁନ୍ଦର ହୋଇଛି। କିନ୍ତୁ ଏହା ମଧ୍ୟରେ ଜଣାପଡିଛି ଯେ ବେଙ୍ଗାଲୁରୁ ବାସିନ୍ଦା ସୁନାରୀ ନାଗାରାଜ ରେବାଙ୍କର ୧.୫ ସେମିର ଏକ ଛୋଟ ବିଶ୍ବକପ୍ ଟ୍ରଫି ତିଆରି କରିଛନ୍ତି। ଯାହାର ଓଜନ ରହିଛି ୦.୪୯ ଗ୍ରାମ ଅଟେ।

ଏହି ଟ୍ରଫିର ଆକାର ବହୁତ ଛୋଟ ଅଟେ। ଏହି କାରଣରୁ ଟ୍ରଫିକୁ ଲୋକମାନେ ଦେଶୀ ଅନ୍ଦାଜ୍ ଦେଉଛନ୍ତି। ସୋସିଆଲ ମିଡିଆରେ ୟୁଜର ଏହାକୁ ପାକିସ୍ତାନକୁ ପଠାଇବା ପାଇଁ କହୁଛନ୍ତି। ତେବେ ଏହି ‘ନହ୍ନି ଟ୍ରଫି’କୁ ଦେଖି ସୋସିଆଲ ମିଡିଆରେ ୟୁଜର ଅନେକ ରାୟ ଦେଉଛନ୍ତି।

Pritiparna

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

6 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

17 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

30 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

33 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

53 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago