ପରାଜୟ ପରେ ବି ପାକିସ୍ତାନ ପାଇପାରେ ବିଶ୍ବକପ୍ ଟ୍ରଫି, ସୋସିଆଲ ମିଡିଆରେ ସାମ୍ନାକୁ ଆସିଲା ଫଟୋ

ଭାରତ ବିଶ୍ବକପକୁ ଘରକୁ ଆଣିବା ପ୍ରସ୍ତୁତିରେ ମାତ୍ର କେଇ ପାଦ ଆଗରେ ଅଛି। ଭାରତ ବିଜୟ ହାସଲ କରିବା ପାଇଁ ଅନେକ ସ୍ପୀଡରେ ରହିଛି। ଯେଉଁ କାରଣରୁ ଜିତିବାର ଚାନ୍ସ ଅଧିକ ରହିଛି। ବିଶ୍ବକପ୍ ଟ୍ରଫି କାହା ପାଖକୁ ଯିବ ତାହା ବର୍ତ୍ତମାନ କୁହାଯାଇପାରିବନାହିଁ।

trophyଏହା କୁହାଯାଉଛି ଯେ ଏହି ଟ୍ରଫି ସାତ ସମୁଦ୍ର ପାର କରି ଭାରତ ହିଁ ଆସିବ।

ଏହା ସହ ପଢ଼ନ୍ତୁ : ବଦଳି ପାରେ ଅଙ୍କ, ସେମିଫାଇନାଲରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ମୁକାବିଲା

ଆମେ ସମସ୍ତେ ତ ବିଶ୍ବକପ୍ ଟ୍ରଫି ଦେଖିସାରିଛନ୍ତି। ଟ୍ରଫି ବହୁତ ହିଁ ସୁନ୍ଦର ହୋଇଛି। କିନ୍ତୁ ଏହା ମଧ୍ୟରେ ଜଣାପଡିଛି ଯେ ବେଙ୍ଗାଲୁରୁ ବାସିନ୍ଦା ସୁନାରୀ ନାଗାରାଜ ରେବାଙ୍କର ୧.୫ ସେମିର ଏକ ଛୋଟ ବିଶ୍ବକପ୍ ଟ୍ରଫି ତିଆରି କରିଛନ୍ତି। ଯାହାର ଓଜନ ରହିଛି ୦.୪୯ ଗ୍ରାମ ଅଟେ।

trophyଏହି ଟ୍ରଫିର ଆକାର ବହୁତ ଛୋଟ ଅଟେ। ଏହି କାରଣରୁ ଟ୍ରଫିକୁ ଲୋକମାନେ ଦେଶୀ ଅନ୍ଦାଜ୍ ଦେଉଛନ୍ତି। ସୋସିଆଲ ମିଡିଆରେ ୟୁଜର ଏହାକୁ ପାକିସ୍ତାନକୁ ପଠାଇବା ପାଇଁ କହୁଛନ୍ତି। ତେବେ ଏହି ‘ନହ୍ନି ଟ୍ରଫି’କୁ ଦେଖି ସୋସିଆଲ ମିଡିଆରେ ୟୁଜର ଅନେକ ରାୟ ଦେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.