ଭୁବନେଶ୍ୱର(କେନ୍ଯୁଜ୍): ଅଗଷ୍ଟ ୧୬ରେ ଆସିବ ଭାରତୀୟ ପୁରୁଷ ହକି ଟିମ୍। ଭୁବନେଶ୍ୱର ଆସିବ ବିଜୟୀ ହକି ଟିମ୍। ହକି ଟିମ୍କୁ ସ୍ୱାଗତ କରିବାକୁ ଅପେକ୍ଷା। ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ହକି ଟିମ୍ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି। କହିଲେ ସ୍ୱାଗତ ପାଇଁ ଅପେକ୍ଷା କରିଛୁ।
ଐତିହାସିକ ବିଜୟ ପାଇଁ ଦଳକୁ ଶୁଭେଛା ଜଣାଇଛନ୍ତି ନବୀନ। ଭାରତୀୟ ଦଳକୁ ବ୍ରିଲିଆଣ୍ଟ ଇନ୍ ବ୍ଲୁ କହିଛନ୍ତି ମୁଖ୍ୟମନ୍ତ୍ରୀ। । ଐତିହାସିକ ବିଜୟ ଆଗାମୀ ପିଢୀ ପାଇଁ ପ୍ରେରଣା ହେବ ବୋଲି ନବୀନ କହିଛନ୍ତି।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…