କ୍ରୀଡା

ICC ୯ ପିଲାଙ୍କ ଫଟୋ ପୋଷ୍ଟ କରି ପଚାରିଲା କିଏ ଏମାନେ? ୮ମ ପିଲା ‘ସ୍ପେନର ଯାଦୁଗର’, ଭାଇରଲ ହେଉଛି Photo

‘ଆନ୍ତର୍ଜାତିକ ପରିବାର ଦିବସ’ ଅବସରରେ ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନସିଲ(ICC) ଏକ ପୋଷ୍ଟ କରିଛି, ଯାହାକୁ ଖୁବ ପସନ୍ଦ କରାଯାଉଛି। ICC 9ଜଣ କ୍ରିକେଟରଙ୍କ ପିଲାବେଳର ଫଟୋ ସେୟାର କରିଛି ଏବଂ ଫ୍ୟାନମାନଙ୍କୁ ଏମାନଙ୍କ ନାମ ପଚାରିଛି।

ଫଟୋ ସେୟାର କରି ICC କ୍ୟାପସନ ଲେଖିଛି, ‘ଆନ୍ତର୍ଜାତିକ ପରିବାର ଦିବସ’ ଅବସରରେ ଆମେ ଆପଣଙ୍କ ପାଇଁ ଏକ ଗେମ ନେଇକି ଆସିଛୁ। କ’ଣ ଆପଣ ପିଲାବେଳର ଫଟୋ ଦେଖି କହିପାରିବେ କିଏ ଏହି କ୍ରିକେଟରମାନେ’?

ତେବେ କିଛି ଲୋକ ସମସ୍ତ କ୍ରିକେଟରଙ୍କ ନାଁ କହିପାରିଥିବା ବେଳେ କିଛି ଲୋକ ଅଧା ଉତ୍ତର ଦେଇପାରିଥିଲେ। ICC ସେୟାର କରିଥିବା ଏହି ଫଟୋଟି ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି।

ଯଦି ଆପଣ ବି ଏହି 9ଜଣ କ୍ରିକେଟରଙ୍କ ନାମ ଜାଣିବାକୁ ଇଛୁକ, ଏଠି ଆମେ କହି ରଖୁଛୁ ସେମାନଙ୍କ ନାମ। 1. ଡେଭିଡ ୱାର୍ଣ୍ଣର 2. ବିରାଟ କୋହଲି 3. ଜୋ ରୁଟ 4. ଯୁବରାଜ ସିଂ 5. ଡେନି ଭାଇଟ 6. ପଣ୍ଡ୍ୟା ଭାଇ 7. ଜେମିମାହ ରାନ୍ଦ୍ରୀକସ 8. ସେନ ୱାର୍ଣ୍ଣ 9. ମାଇକେଲ ୱାର୍ଣ୍ଣ

Roshni

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

2 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

10 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

13 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

20 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

45 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

55 mins ago