ମନୋରଂଜନ

ଏଥର ଆକ୍ଟିଂ ନୁହେଁ, ନିଜର ଜବରଦସ୍ତ ଡ୍ୟାନ୍ସ ଷ୍ଟାଇଲ ଦେଖାଇଲେ ପ୍ରିୟା ପ୍ରକାଶ ଭାରିୟର, ଖୁବ ଭାଇରଲ ହେଉଛି Video

ନିଜ ଏକ୍ସପ୍ରେସନରେ ‘ସୋସିଆଲ ମିଡ଼ିଆ ସେନସେସନ’ ହୋଇଥିବା ପ୍ରିୟା ପ୍ରକାଶ ଭାରିୟରଙ୍କର ପୁଣି ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି। ଏଥର ସେ ଆକ୍ଟିଂ ବଦଳରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଫ୍ୟାନମାନେ ପ୍ରଥମ ଥର ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ପାଇଛନ୍ତି। ଟିକ ଟକରେ ଏହି ଡ୍ୟାନ୍ସକୁ କେତେକ ବଲିଉଡ ସେଲିବ୍ରିଟି ମଧ୍ୟ କରିଛନ୍ତି। କିନ୍ତୁ ପ୍ରିୟା ପ୍ରକାଶ ଅଲଗା ଷ୍ଟାଇଲରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଭିଡ଼ିଓରେ ଦେଖାଯାଉଛି କି, ଏକ ରୁମ ଭିତରେ ପ୍ରିୟା ପ୍ରକାଶ ସାଇରନ ବିଟରେ ଡ୍ୟାନ୍ସ ଆରମ୍ଭ କରୁଛନ୍ତି ଏବଂ ନିଜର ଜବରଦସ୍ତ ଷ୍ଟାଇଲ ଦେଖାଉଛନ୍ତି। ଡ୍ୟାନ୍ସ କଲା ବେଳେ ସେ ଚଷମା ଲଗାଇଛନ୍ତି ଏବଂ ପଛ କାନ୍ଥରେ ତାଙ୍କର ଏକ ସୁନ୍ଦର ଫଟୋ ଲାଗିଛି। ଭିଡ଼ିଓଟିକୁ ସେ 14 ମେ’ରେ ସେୟାର କରିଥିଲେ।

@priya.prakash.varrier99Dance is not my forte.Yet decided to give it a try at the least 😋

♬ Laxed (Siren Beat) – Jawsh 685

ଏ ପର୍ଯ୍ୟନ୍ତ ଏହାକୁ 1 ମିଲିୟନରୁ ଅଧିକ ଭିୟୁଜ ମିଳିସାରିଲାଣି। ଏହାସହିତ 72 ହଜାରରୁ ଅଧିକ ଲାଇକ୍ସ ଏବଂ 2 ହଜାରରୁ ଅଧିକ କମେଣ୍ଟ ଆସିସାରିଛି। ଭିଡ଼ିଓ ପୋଷ୍ଟ କରି ପ୍ରିୟା କ୍ୟାପସନ ଲେଖିଛନ୍ତି, ‘ଡ୍ୟାନ୍ସ ମୋ ହାତର କଥା ନୁହେଁ। କିନ୍ତୁ ମୁଁ ଭାବିଲି, କାହିଁକି ଥରେ ଚେଷ୍ଟା ନ କରିବି’। କହି ରଖୁଛୁ, 2018ରେ ଗୁଗଲରେ ସବୁଠାରୁ ଅଧିକ ସର୍ଚ୍ଚ ପ୍ରିୟା ପ୍ରକାଶ ଭାରିୟରଙ୍କୁ ହିଁ କରାଯାଇଥିଲା।

Roshni

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

53 seconds ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

3 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

11 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

36 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

45 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago