କେନ୍ୟୁଜ୍ (ବ୍ୟୁରୋ): କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜର ଆଜି ତୃତୀୟ କିସ୍ତି ଘୋଷଣା କରିଛନ୍ତି। ଏହି ପର୍ଯ୍ୟାୟରେ କୃଷି, ଦୁଗ୍ଧ ବ୍ୟବସାୟ, ପଶୁପାଳନ, ମତ୍ସ୍ୟଚାଷୀ ଏବଂ ଖାଦ୍ୟ ପ୍ରକ୍ରିୟାୟକରଣକୁ ଗୁରୁତ୍ୱ ଦେଇଛନ୍ତି। ଅର୍ଥମନ୍ତ୍ରୀ କୃଷି ଓ କୃଷି ବ୍ୟବସାୟ ଜଡିତ କ୍ଷେତ୍ର ପାଇଁ ୧୧ଟି ଭିନ୍ନଭିନ୍ନ ସାହାଯ୍ୟ ଘୋଷଣା କରିଛନ୍ତି। କୃଷି କ୍ଷେତ୍ର ପାଇଁ ୧ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା ହୋଇଛି। ଏହା ଚାଷୀଙ୍କ ଆୟ ବୃଦ୍ଧି ସହ ଶୀତଳଭଣ୍ଡାର କ୍ଷମତା ଓ ରପ୍ତନୀ ବୃଦ୍ଧିରେ ସହାୟକ ହେବ। ଏଥିରୁ କୃଷି ସହ ଜଡ଼ିତ ଉଦ୍ୟୋଗୀ, ଷ୍ଟାର୍ଟ ଅପ୍କୁ ଫାଇଦା ମିଳିବ।
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…
ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…