କ୍ରୀଡା

୧୯୧ ରନରେ ପାକିସ୍ତାନ ଅଲ୍‌ ଆଉଟ୍‌, ବିଜୟ ପାଇଁ ଭାରତକୁ ଦରକାର ୧୯୨ ରନ୍‌

ମାତ୍ର ୪୨.୫ ଓଭରରେ ୧୯୧ ରନ କରି ଅଲ୍‌ ଆଉଟ ହେଲା ପାକିସ୍ତାନ । ଭାରତକୁ ବିଜୟ ପାଇଁ ୧୯୨ ରନ ଟାର୍ଗେଟ ଦେଇଛି ପାକିସ୍ତାନ । ଯଦିଓ ପାକିସ୍ତାନର ପ୍ରଦର୍ଶନ ଆରମ୍ଭରୁ ଭଲ ଥିଲେ ମଧ୍ୟ ବାବର ଆଜମଙ୍କ ଆଉଟ ପରେ ଧିରେ ଧିରେ ପାକିସ୍ତାନର ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା । ଭାରତ ଟସ୍‌ ଜିତି ପାକିସ୍ତାନକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବୋଲରଙ୍କ କମାଲ ପ୍ରଦର୍ଶନରେ ପାକିସ୍ତାନ ଧରାଶାୟୀ ହୋଇଛି ।

ଭାରତର ୫ ବୋଲର ୧୦ ଓ୍ଵିକେଟକୁ ସମାନ ଭାବେ ବାଣ୍ଟି ନେଇଛନ୍ତି । ପାକିସ୍ତାନ ଅଧିନାୟକ ବାବର ଆଜମଙ୍କ ୫୦ ରନ୍‌ ଓ ରିଜଓ୍ଵାନଙ୍କ ୪୯ ରନ ପାକିସ୍ତାନକୁ ଏକ ଭଲ ବ୍ୟାଟିଂ ଆଡକୁ ଅଗ୍ରସର କରୁଥିବା ବେଳେ ବାବର ଆଜମଙ୍କ ଓ୍ଵକେଟ ପତନ ପାକିସ୍ତାନକୁ ବଡ ଧକ୍କା ଦେଇଥିଲା । ଧିରେ ଧିରେ ପାକିସ୍ତାନର ରନ ରେଟ କମି ଆସିବା ସହ ଓ୍ଵିକେଟ ପତନ ଆରମ୍ଭ ହୋଇଥିଲା । ଫଳରେ ପାକିସ୍ତାନ ୪୨.୫ ଓଭର ଖେଳି ମାତ୍ର ୧୯୧ ରନରେ ସମସ୍ତ ଓ୍ଵିକେଟ ହରାଇଛନ୍ତି । ଭାରତର ବିଜୟ ଲକ୍ଷ୍ୟ ପାଇଁ ୧୯୨ ରନର ଆବଶ୍ୟକତା ରହିଛି ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

4 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

5 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

46 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago