ଦୁବାଇ : ପୁଣି ଟସ୍ ଭାରତ ବିପକ୍ଷରେ ଯାଇଛି । ଚଳିତ ଟି୨୦ ବିଶ୍ୱ କପ୍ରେ ଆଜି ତାର ତୃତୀୟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆ ତୃତୀୟଥର ପାଇଁ ଟସ୍ ହାରିଛି । ଆଉ ଏହାକୁ ପ୍ରଥମେ ବ୍ୟାଟିଂ କରିବାକୁ ପଡୁଛି । ବିପକ୍ଷ ଦଳ ଆଫଗାନିସ୍ତାନ ଟସ୍ ଜିତି ପିଚ୍ ଓ ପରିବେଶକୁ ଦେଖି ପ୍ରଥମେ ବୋଲିଂ ନେଇଛି ।
ଭାରତ ତାର ପ୍ରଥମ ଦୁଇଟି ମ୍ୟାଚ୍ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ସ୍ଥିତିରେ ରହିଛି । ଆଜିର ମ୍ୟାଚ୍ ଜିତିଲେ ଅନ୍ତତଃ ସମ୍ମାନ ରଖି ଅନ୍ୟ ମ୍ୟାଚ୍ର ଫଳାଫଳକୁ ଅପେକ୍ଷା କରିବ ।
ଭାରତୀୟ ଦଳରେ ଆଜି ସୂର୍ଯ୍ୟ କୁମାର ଯାଦବ ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ ସାମିଲ ହୋଇଛନ୍ତି । ଜିତିବାର ଆଶା ରଖି ପୂରା ଦମ୍ରେ ଖେଳିବ ଟିମ୍ ଇଣ୍ଡିଆ । ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ଏଠାରେ ପରିସ୍ଥିତି ବହୁତ କଷ୍ଟକର । ତଥାପି ଆମେ ପୂର୍ବ କଥାକୁ ଭୁଲି ପିଜିଟିଭ୍ ମାଇଣ୍ଡ ନେଇ ଖେଳିବୁ ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…