ଲାଇଫ୍ ଷ୍ଟାଇଲ୍

ଗୋଲ୍ଡ ଫଏଲ ଖାଇବା ଦ୍ୱାରା ଦୂର ହୁଏ ପୁରୁଷଙ୍କ ଏହି ସମସ୍ୟା, ଜାଣନ୍ତୁ

ଲୋକମାନଙ୍କ ମଧ୍ୟରେ ଏବେ ଭେରାଇଟି ଫୁଡ଼ ଖାଇବାର କ୍ରେଜ ବଢ଼ିଗଲାଣି। ଅନେକ ଲୋକ ଯେଉଁମାନେ ଗୋଲ୍ଡ ଫୁଡ ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଗୋଲ୍ଡ ଫୁଡ କ’ଣ ଭାବୁଥିବେ। ଗୋଲ୍‌ଡ ଏକ ମହଙ୍ଗା ଧାତୁ, ଯାହା ଆଜିକାଲି ବିଭିନ୍ନ ପ୍ରକାର ମିଠା ଖାଦ୍ୟ ଉପରେ ରହିଥିବାର ଆପଣ ଦେଖିବାକୁ ପାଇବେ। ଏହାକୁ ଗୋଲ୍ଡ ଫଏଲ ମଧ୍ୟ କୁହାଯାଏ । ଏହାକୁ ଏବେ ବର୍କ, ଫ୍ଲେକ୍ସ ଏବଂ ଛୋଟ ପତ୍ର ରୂପେ ବ୍ୟବହାର କରାଯାଏ। ଏହା ଖାଦ୍ୟର ଟେଷ୍ଟ ଓ ଦାମ୍‌ କୁ ଦ୍ୱିଗୁଣିତ କରିଥାଏ। ତେବେ କ’ଣ ଆପଣ ଜାଣିଛନ୍ତି ସ୍ୱାସ୍ଥ୍ୟ ପାଇଁ ଏହାର ଫାଇଦା ମଧ୍ୟ ଅନେକ ରହିଛି।

ସୁନା ସବୁଠୁ ଶୁଦ୍ଧ ଧାତୁ ଏବଂ ଏହାକୁ ଖାଇବା ମଧ୍ୟ ଦେହ ପାଇଁ ଉତ୍ତମ ହୋଇଥାଏ । ସୁନାକୁ biologically inert ମନାଯାଏ । ତେବେ ଏହାକୁ ଖାଇବା ପାଇଁ କିଛି ପ୍ରୋସେସ ରହିଥାଏ। ମାନେ ଆପଣ ଏହାକୁ ସିଧାସଳଖ ଖାଇପାରିବେ ନାହିଁ। ବରଂ ୨୨ କିମ୍ବା ୨୪ କ୍ୟାରେଟ ସୁନାକୁ ତରଳାଇ ୧/୮୦୦୦ ମିଲିମିଟର ମୋଟାର ସିଟ୍‌ ତିଆରି କରାଯାଏ । ପରେ ଏହି ସିଟ୍‌ କୁ ଛୋଟ ଛୋଟ ପିସ କରି ମିଠା ବା ଲଡ଼ୁ ଉପରେ ସଜାଯାଏ। ଯାହାକୁ ଆମେ ସୁନାର ଫଏଲ କୁହାଯାଏ । ଏହାକୁ ଗୋଲ୍ଡ ଫୁଡ କହିଥା ଉ । ତେବେ ଏହାକୁ ଆୟୁର୍ବେଦ ରେ ଔଷଧ ରୂପେ ବ୍ୟବହାର କରାଯାଏ। ଏହାକୁ ଆୟୁର୍ବେଦରେ ସ୍ୱର୍ଣ୍ଣ ଭସ୍ମ ର ନାମ ଦିଆଯାଇଛି। ଏଥିରେ ଆଫ୍ରୋଡିିସିଆକ ପ୍ରପର୍ଟିସ୍‌ ରହିଛି। ଯାହା ପୁରୁଷଙ୍କ ଷ୍ଟାମିନାକୁ ଷ୍ଟ୍ରଙ୍ଗ ବା ମଜବୁତ କରେ। ଲୋ ସ୍ପର୍ମ କାଉଣ୍ଟ, ସ୍ପର୍ମ କ୍ୱାଲିଟି. ପ୍ରିମାଚ୍ୟୁର ଇଜେକ୍ୟୁଲେସନ ଓ ଇନଫର୍ଟିଲିଟି ଭଳି ବଡ଼ ବଡ଼ ସମସ୍ୟାକୁ ଦୂର କରିଥାଏ ।

pc: fianancial poise

ଏହା ଇମ୍ୟୁନିଟି ବଢ଼ାଇଥାଏ ।ଯାହା ଦ୍ୱାରା ଆପଣ ଅନ୍ୟାନ୍ୟ ରୋଗସହ ଲଢ଼ିବାରେ ସକ୍ଷମ କରାଇଥାଏ । ଭୋକ ବଢ଼ାଇଥାଏ। ଏହାସହ ପେଟ ଜନିତ ସମସ୍ୟାକୁ ଦୂର କରିଥାଏ ।ବୟସ ବଢ଼ିବା ସହ ସ୍ମରଣଶକ୍ତି କମିଯାଇଥାଏ ।ଏହାକୁ ଖାଇବା ଦ୍ୱାରା ସ୍ମରଣଶକ୍ତି ସମସ୍ୟା ମଧ୍ୟ ଦୂର ହୁଏ। ଏହାସହ ଯେଉଁମାନଙ୍କୁ ହାଡ଼ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୁଏ ସେମାନେ ମଧ୍ୟ ଏହାକୁ ସେବନ କରିପାରିବେ ।

D Sonali

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

2 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

4 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

5 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

6 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

6 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

7 hours ago