କ୍ରୀଡା

ପ୍ରଥମ ଟି-୨୦ ମ୍ୟାଚରେ କେଏଲ ରାହୁଲ ନୁହେଁ ରୋହିତଙ୍କ ସହିତ ଓପନିଂ କରିବେ ଏହି ଖେଳାଳି

ଏବେ ସମଗ୍ର ବିଶ୍ୱରେ କ୍ରିକେଟ ଫ୍ୟାନ୍ସ ଆଇପିଏଲକୁ ଚାହିଁ ରହିଛନ୍ତି। ଆଇପିଏଲ ନିଲାମୀ ସରିଯାଇଛି। ଆଇପିଏଲ ନିଲାମୀ ପରେ ଏବେ କ୍ରିକେଟ ଫ୍ୟାନ୍ସଙ୍କ ନଜର ଇଣ୍ଡିଆ-େଓ୍ଵଷ୍ଟଇଣ୍ଡିଜ ଟି-୨୦ ସିରିଜ ଉପରେ। ସିରିଜର ପ୍ରଥମ ମ୍ୟାଚ କଲିକତାର ଇଡେନ ଗାର୍ଡେନରେ ଖେଳାଯିବ। ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲଙ୍କ କହୁଣୀରେ ଆଘାତ ଲାଗିବାରୁ ପ୍ରଥମ ଟି-୨୦ ଖେଳିବେ ନାହିଁ। କିନ୍ତୁ ଯଦି ରାହୁଲ ଖେଳିବେନି, ତେବେ ରୋହିତଙ୍କ ସହିତ ଓପନିଂ କିଏ କରିବ କ୍ରିକେଟ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ରହିଥିଲା।

କେଏଲ ରାହୁଲ ଆହତ କାରଣରୁ ଟି-୨୦ ସିରିଜରୁ ବାଦ୍‌ ରହିଥିବାରୁ ରୋହିତଙ୍କ ସହିତ ଈଶାନ କିଶନ ଓପନିଂ କରିପାରନ୍ତି। ଈଶାନଙ୍କ ପ୍ରଦର୍ଶନ ଏବେ ଭଲ ରହିଛି। ପ୍ରଥମ ଦିନିକିଆ ମ୍ୟାଚରେ ମଧ୍ୟ ଈଶାନ କିଶନ ଓପନିଂ କରିଥିଲେ। ଆଉ ଈଶାନ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ତେଣୁ ଈଶାନ ରୋହିତଙ୍କ ନୂଆ ଓପନିଂ ପାର୍ଟନର ହୋଇପାରନ୍ତି ।

ଈଶାନ କିଶନ ପୂର୍ବରୁ ଅଣ୍ଡର-୧୯ ବିଶ୍ୱକପ୍‌ ଟିମରେ ଇଣ୍ଡିଆର ଅଧିନାୟକ ରହିଥିଲେ। ଭାରତୀୟ ପିଚରେ ଈଶାନ ଭଲ ପ୍ରଦର୍ଶନ ରହିଛି। ଈଶାନ କିଶନ ବହୁତ ଜବରଦସ୍ତ ବ୍ୟାଟିଂ କରନ୍ତି। ରୋହିତଙ୍କ ଭଳି ବ୍ୟାଟିଂ କରିବାର କ୍ଷମତା ରଖନ୍ତି ଈଶାନ। ଟି-୨୦ ବିଶ୍ୱକପ ୨୦୨୧ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟଙ୍କ ସହିତ ଓପନିଂ କରିଥିଲେ ଈଶାନ।

ଏବେ ଈଶାନ ଆଇପିଏଲ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଈଶାନ କିଶନଙ୍କୁ ୧୫.୨୫ କୋଟି ଟଙ୍କାରେ କିଣିଛି। ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ଦାମୀ ଖେଳାଳି ଭାବେ ରହିଛନ୍ତି ଈଶାନ କିଶନ।

Swagatika

Recent Posts

ଓଡ଼ିଶାର ଗଣମାଧ୍ୟମ ପରିବାର ପକ୍ଷରୁ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମ ଜଗତର ପ୍ରମୁଖ ବ୍ୟକ୍ତିିତ୍ୱ ରାମୋଜୀ ରାଓଙ୍କ ବିୟୋଗରେ ଓଡ଼ିଶାର ମିଡିଆ ପରିବାର ମଧ୍ୟରେ ଗଭୀର…

31 mins ago

ଫେସବୁକ ପ୍ରେମର କରୁଣ ପରିଣତି, ପ୍ରେମିକାର ଗଳା କାଟିବା ପରେ ନିଜ ଗଳା କାଟି ଜୀବନ ହାରିଲେ ପ୍ରେମିକ

ଦେବଗଡ଼ : ଫେସବୁକ ପ୍ରେମର କରୁଣ ପରିଣତି l ସାହି ଦାଣ୍ଡରେ ପ୍ରେମିକାର ତଣ୍ଟି କାଟିବା ପରେ ନିଜେ ନିଜ…

1 hour ago

ଥାନାକୁ ଡାକି ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ କରିବା ଘଟଣା : ନିଲମ୍ବିତ ହେଲେ ପୋଲିସ ଏଏସଆଇ

ସୁବର୍ଣ୍ଣପୁର : ମିଛ କେଶରେ ଯୁବକଙ୍କୁ ଥାନାକୁ ଡାକି ଥାର୍ଡ଼ ଡିଗ୍ରୀ କରିବା ଏଏସଆଇଙ୍କୁ ମହଙ୍ଗା ପଡିଲା  l ଘଟଣାକୁ…

2 hours ago

ରୋଗୀ ଆଣୁଥିବା ବେଳେ 108 ଆମ୍ବୁଲାନ୍ସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ଡ୍ରାଇଭର

ବାସୁଦେବପୁର :  ଭଦ୍ରକ ଜିଲ୍ଲା ବାସୁଦେବପୁର ଜାମୁଝାଡି ରାସ୍ତାର ବେତଡା ପେଟ୍ରୋଲ ପମ୍ପ ନିକଟରେ ରୋଗୀ ଆଣୁଥିବା ବେଳେ 108 …

2 hours ago

କୋଇଲା ଟ୍ରେନରେ ନିଆଁ, ଆୟତ୍ତ କରିବା ପାଇଁ ଲାଗିଛନ୍ତି ଦମକଳ ବାହିନୀ

ସୋର : କୋଇଲା ବଗିରେ ଲାଗିଛି ନିଆଁ  l କୋଇଲା ବୋଝେଇ ଟ୍ରେନ ଧାମରାରୁ ଖଡ଼ଗପୁର ଯିବା ବେଳେ ସୋର…

3 hours ago

ଶ୍ରୀମନ୍ଦିରରେ ଲାଗିଲା ଫୋକସ୍‌ ଲାଇଟ୍‌, ଆଲୋକମାଳାରେ ଝଲସିଲା ଶ୍ରୀମନ୍ଦିର

ପୁରୀ: ପୁଣି ଫୋକସ୍‌ ଲାଇଟ୍‌ ରେ ଝଟକିବ ଶ୍ରୀମନ୍ଦିର । ଆଲୁଅରେ ଝଲସି ଉଠିବ ବଡ଼ ଦେଉଳ । ଆଲୋକମାଳାରେ…

3 hours ago