ଆଇସିସି କ୍ରିକେଟ ୱାଲର୍ଡ କପ ଫାଇନାଲରେ ଆଜି ମୁହାଁମୁହିଁ ହେଉଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ। ଏହି ମ୍ୟାଚ ଯେତିକି ରୋମାଞ୍ଚକର ହୋଇଛି ତା ଠାରୁ ତାଜୁବ କଲା ଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମ୍ୟାଚର ମୁଖ୍ୟ ସ୍ପନ୍ସର ନିଶାନ ମୋଟର କମ୍ପାନୀ ଏକ ଅଧା କଟା କାରରେ ବିଶ୍ବ କପ ଟ୍ରଫିକୁ ପଡିଆକୁ ନେଉଥିବାର ଭିଡିଓ ଭାଇରାଲ ହୋଇଛି।
ଶୁଣି ଆଶ୍ଚର୍ଯ୍ୟ ହେବେ ବାସ୍ତବରେ ଏହି କାରଟି କଟା ଯାଇନାହିଁ। କମ୍ପାନୀ ଏହାକୁ ବିଶେଷ ଭାବେ ଡିଜାଇନ୍ କରିଛି ଟ୍ରଫିକୁ ପ୍ରଦର୍ଶନ କରି ଲର୍ଡସ ପଡିଆକୁ ନେବା ପାଇଁ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…