ଅଧା କଟା କାରରେ ମୈଦାନକୁ ପହଞ୍ଚିଲା ICC ବିଶ୍ବ କପ ଟ୍ରଫି, ଦର୍ଶକ ହୋଇଗଲେ ତାଜୁବ, ଦେଖନ୍ତୁ ଭିଡିଓ

ଆଇସିସି କ୍ରିକେଟ ୱାଲର୍ଡ କପ ଫାଇନାଲରେ ଆଜି ମୁହାଁମୁହିଁ ହେଉଛନ୍ତି ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ। ଏହି ମ୍ୟାଚ ଯେତିକି ରୋମାଞ୍ଚକର ହୋଇଛି ତା ଠାରୁ ତାଜୁବ କଲା ଭଳି ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ମ୍ୟାଚର ମୁଖ୍ୟ ସ୍ପନ୍ସର ନିଶାନ ମୋଟର କମ୍ପାନୀ ଏକ ଅଧା କଟା କାରରେ ବିଶ୍ବ କପ ଟ୍ରଫିକୁ ପଡିଆକୁ ନେଉଥିବାର ଭିଡିଓ ଭାଇରାଲ ହୋଇଛି।

ଶୁଣି ଆଶ୍ଚର୍ଯ୍ୟ ହେବେ ବାସ୍ତବରେ ଏହି କାରଟି କଟା ଯାଇନାହିଁ। କମ୍ପାନୀ ଏହାକୁ ବିଶେଷ ଭାବେ ଡିଜାଇନ୍‌ କରିଛି ଟ୍ରଫିକୁ ପ୍ରଦର୍ଶନ କରି ଲର୍ଡସ ପଡିଆକୁ ନେବା ପାଇଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.