Categories: କ୍ରୀଡା

ଐତିହାସିକ ସଫଳତା : ସିନ୍ଧୁ ଜିତିଲେ ଓ୍ଵାର୍ଲଡ୍‌ ଟୁର୍‌ ଟାଇଟଲ୍‌

ନୂଆଦିଲ୍ଲୀ : ଭାରତୀୟ ମହିଳା ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର ପି.ଭି ସିନ୍ଧୁଙ୍କ ଆଉ ଏକ ଐତିହାସିକ ସଫଳତା । ବିଡବଲ୍ୟୁଏଫ୍‌ ଓ୍ଵାର୍ଲଡ୍‌ ଟୁର ଫାଇନାଲ୍‌ରେ ଜିତି ଚାମ୍ପିଅନ୍‌ ହେଲେ ସିନ୍ଧୁ । ଆଜିର ଫାଇନାଲ୍‌ ମ୍ୟାଚ୍‌ରେ ସିନ୍ଧୁ ୨୧-୧୯, ୨୧-୭ରେ ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ଚଳିତ ବର୍ଷ ନିଜର ପ୍ରଥମ ଟାଇଟଲ୍‌ ହାସଲ କରିଛନ୍ତି । ଓ୍ଵାର୍ଲଡ ଟୁର୍‌ ଟାଇଟଲ୍‌ ଜିତିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି । ପୂର୍ବରୁ ସାଇନା ନେହଓ୍ଵାଲ, ଜ୍ୱାଲା ଗୁଟ୍ଟା ପ୍ରମୁଖ ରନର୍‌ ଅପ୍‌ ହୋଇଥିଲେ ସିନା ଚାମ୍ପିଅନ୍‌ ହୋଇ ପାରିନଥିଲେ ।

ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟିନୀ ସିନ୍ଧୁଙ୍କ ପାଇଁ ଚଳିତ ବର୍ଷଟି ଏପର୍ଯ୍ୟନ୍ତ ଭଲ ଯାଇ ନଥିଲା । ସେ ବିଭିନ୍ନ ପ୍ରତିଯୋଗିତାରେ ସଂଘର୍ଷ କରି ମଧ୍ୟ ଗୋଟିଏ ହେଲେ ଟାଇଟଲ୍‌ ଜିତି ପାରିନଥିଲେ । ତେଣୁ ଏହି ଟାଇଟଲ୍‌ ଜିତି ସଫଳତାର ସହ ୨୦୧୮ ବର୍ଷ ଶେଷ କରିବାକୁ ଯାଉଛନ୍ତି ସିନ୍ଧୁ ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

6 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

47 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago