Categories: କ୍ରୀଡା

ରୋହିତଙ୍କ ପରେ ରାହାଣେଙ୍କ ଶତକ, ଭାରତର ସ୍କୋର ୩ ଓ୍ଵିକେଟ୍‌ରେ ୨୮୪ ରନ୍‌

ରାଞ୍ଚି : ରୋହିତ ଶର୍ମାଙ୍କ ପରେ ଅଜିଙ୍କ୍ୟ ରାହାଣେ ମାରିଲେ ଶତକ । ଏଠାରେ ଚାଲିଥିବା ତୃତୀୟ ତଥା ଶେଷ ଟେଷ୍ଟରେ ରହାଣେ ଆଜି ଦ୍ୱିତୀୟ ଦିବସ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରିଛନ୍ତି । ଅତ୍ୟନ୍ତ ଧୈର୍ଯ୍ୟର ସହ ଖେଳି ରାହାଣେ ୧୪ ଚୌକା ଓ ଗୋଟିଏ ଛକା ସହାୟତାରେ ନିଜର ଏକାଦଶ ଟେଷ୍ଟ ଶତକ ପୂରଣ କରିଛନ୍ତି । ସେହିପରି ରୋହିତ ଏପର୍ଯ୍ୟନ୍ତ ଅପରାଜିତ ରହି ଦେଢ଼ଶହ ରନ୍‌ ପାର୍‌ କରି ଗଲେଣି । ଏହି ଦୁଇ ଖେଳାଳି ଅସମାପ୍ତ ଚତୁର୍ଥ ଓ୍ଵିକେଟ୍‌ରେ ୨୫୦ରୁ ଅଧିକ ରନ୍‌ ସଂଗ୍ରହ କରି ସାରିଲେଣି । ଆଜି ୭୨ ଓଭର୍‌ ବେଳକୁ ଭାରତ ୩ ଓ୍ଵିକେଟ୍‌ରେ ୨୮୪ ରନ୍‌ କରିଛି । ରୋହିତ ୧୫୯ ଓ ରହାଣେ ୧୦୧ ରନ୍‌ କରି ଖେଳୁଛନ୍ତି ।

ଗତକାଲି ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ । ତେବେ ମାତ୍ର ୩୯ ରନ୍‌ରେ ଘରୋଇ ଦଳର ୩ଟି ଓ୍ଵିକେଟ୍‌ ପକାଇ ଦେଇଥିଲେ ଦକ୍ଷିଣ ଆଫ୍ରିକା ବୋଲର୍‌ । ହେଲେ ଏହା ପରେ ରୋହିତ ଓ ରାହାଣେଙ୍କ ଯୋଡ଼ି ଅଭେଦ୍ୟ ଦୁର୍ଗ ଭଳି ଠିଆ ହୋଇଛନ୍ତି ।

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

17 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

19 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

59 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago