କ୍ରୀଡା

ପାକ୍‌ କ୍ରିକେଟର ସାଦାବଙ୍କ ଉପରେ ବ୍ଲାକମେଲିଂ ଅଭିଯୋଗ ଆଣିଲେ ଦୁବାଇର ଏହି ଯୁବତୀ

ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ବୋଲର୍‌ଙ୍କ ଉପରେ ଦୁବାଇର ଜଣେ ଝିଅ ଅସରୀନା ସଫିୟା ବ୍ଲାକମେଲ କରିବାର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସାଦାବ ଖାନ୍‌ ତାଙ୍କର ନ୍ୟୁଡ୍‌ ଫଟୋ ଲିକ୍‌ କରିବାର ଧମକ ଦେଉଛନ୍ତି। ଏଥିସହ ସେ ସାଦାବଙ୍କ ସହ କରିଥିବା କିଛି ମେସେଜ୍‌ ଚାଟ୍‌ ର ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସୂଚନା ମୁତାବକ ଅସରୀନା ନିଜର ଇନଷ୍ଟାଗ୍ରାମରେ ସାଦାବଙ୍କ ସହ କିଛି ଫଟୋ ଏବଂ ଏକ ଭିଡିଓ ଜାରି କରିଛନ୍ତି। ଅସରୀନ କହିଛନ୍ତି ସେ ସାଦାବଙ୍କ ସହ ରିଲେଶନସିପ୍‌ ରେ ରହିବା ପରେ ଏହି ସମ୍ପର୍କକୁ ସାର୍ବଜନିକ ସ୍ତରରେ ସ୍ୱିକାର କରିବା ପାାଇଁ କହିବା ପରେ ସେ ତାଙ୍କୁ ଧମକ ଦେଇଥିଲେ ଯଦି ଏହି ସମ୍ପର୍କକୁ ତୁମେ ସାର୍ବଜନିକ କର ତେବେ ତୁମର ନ୍ୟୁଡ ଫଟୋ ଏବଂ ଭିଡିଓ ଭାଇରାଲ କରିଦେବି।

ରିପୋର୍ଟ ଅନୁଯାୟୀ ସାଦାବ ପୂର୍ବରୁ କ୍ରିକେଟର ନଥିଲେ, ଯେଉଁ ପ୍ରକାର ଏହି ସ୍କାଣ୍ଡାଲ୍‌ରେ ଫସିଛନ୍ତି। ଏହାର କିଛି ମାସ ପୂର୍ବରୁ ପାକିସ୍ତାନ ଟିମ୍‌ର ଓପୋନର ଇମାମ ଉଲ ହକଙ୍କ ଉପରେ ମଧ୍ୟ ଏଭଳି କିଛି ଅଭିଯୋଗ ଲାଗିଥିଲା। ଇମାମ ଝିଅମାନଙ୍କ ସହ କରିଥିବା ଚ୍ୟାଟିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ସାଦାବ ଖାନଙ୍କ ଉପରେ ଏଭଳି ଅଭିଯୋଗ ହୋଇଛି।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

3 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

8 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

22 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago