କ୍ରୀଡା

IND vs NED: ନେଦରଲାଣ୍ଡସକୁ ୧୮୦ ରନ ଟାର୍ଗେଟ୍ ଦେଲା ଭାରତ, ପୁଣି ଗର୍ଜିଲେ ବିରାଟ

ଟି-ଟେ୍ଵଣ୍ଟି ବିଶ୍ୱକପରେ ଆଜି ଭାରତ-ନେଦରଲାଣ୍ଡ ମୁକାବିଲା । ନିର୍ଦ୍ଧାରିତ ଓଭରରେ ଭାରତ କରିଛି ୧୭୯ ରନ୍‌ । ନେଦଲଲାଣ୍ଡ ଆଗରେ ୧୮୦ ରନ୍‌ର ଟାର୍ଗେଟ ରଖିଲା ଭାରତ । ରୋହିତ, ବିରାଟ୍‌ ଏବଂ ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ । ସୂର୍ଯ୍ୟକୁମାର -୨୫ ବଲରେ ୫୧ । ବିରାଟ୍‌ ୪୪ ବଲରେ ୬୨ ରନ୍‌ ଏବଂ ରୋହିତ ଶର୍ମା – ୩୯ ବଲରେ ୫୩ ରନ୍‌ କରିଛନ୍‌ନ୍ତି।

ପ୍ରଥମରୁ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିବା କୋହଲି ପରେ ଲଗାତାର ବାଉଣ୍ଡରୀ ମାରି ନେଦରଲାଣ୍ଡ ବୋଲରଙ୍କୁ ନିରାଶ କରିଥିଲେ । ଅନ୍ୟପଟେ ରୋହିତଙ୍କ ୱିକେଟ ପତନ ପରେ କ୍ରିଜକୁ ଆସିଥିବା ସୂର୍ଯ୍ୟକୁମାରଙ୍କ ସୋ ଦେଖିଥିଲା ସିଡନୀ । ପଡିଆର ଚତୁଃପାଶ୍ୱର୍କୁ ଖେଳିବା ସହ ବିସ୍ଫୋରକ ୫୧ ରନ କରିଥିଲେ ସୂର୍ଯ୍ୟ । ଏବେ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ନେଦରଲାଣ୍ଡ ଶେଷ ସ୍ଥାନରେ ରହିଛି ।

Barsha

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

16 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

23 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

39 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

45 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

58 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago