ନୂଆଦିଲ୍ଲୀ : ୨୦୧୯ ଆଇସିସି ବିଶ୍ବକପ ମେ ୩୦ ତାରିଖରୁ ଇଂଲଣ୍ଡ ଏବଂ ୱେଲ୍ସରେ ଆୟୋଜିତ ହେବାକୁ ଯାଉଛି। ଏନେଇ ପୂର୍ବରୁ ବିଶ୍ବକପରେ ସାମିଲ ହେବାକୁ ଥିବା ସମସ୍ତ ଦଳ ନିଜ ଟିମର ସଦସ୍ୟଙ୍କ ନାମ ଘୋଷଣା କରିଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛି ୱେଷ୍ଟଇଣ୍ଡିଜ।
ସମସ୍ତ ଅପେକ୍ଷାର ଅନ୍ତ ଘଟାଇ ୱେଷ୍ଟଇଣ୍ଡିଜ୍ ଘୋଷଣା କରିଛି ତାହାର ୧୫ଜଣିଆ ଟିମର ନାମ। ଦଳରେ ବିସ୍ଫୋଟକ ଖେଳାଳି କ୍ରିସ ଗେଲ ଏବଂ ଆଣ୍ଡ୍ରୁ ରସେଲ ସାମିଲ ଅଛନ୍ତି। ଅପରପକ୍ଷରେ ପୋଲାର୍ଡଙ୍କୁ ଦଳରେ ସ୍ଥାନ ମିଳିନାହିଁ। ଦଳର ଅଧିନାୟକ ଦାୟିତ୍ବ ଜେସନ୍ ହୋଲ୍ଡରଙ୍କୁ ଦିଆଯାଇଛି।
ଜେସନ୍ ହୋଲ୍ଡର (ଅଧିନାୟକ), ଆନ୍ଦ୍ରେ ରସେଲ, ଆସଲେ ନର୍ସ, କାଲୋର୍ସ ବ୍ରେଥେଓ୍ଵଟ, କ୍ରିସ ଗେଲ୍, ଡାରେନ ବ୍ରୋଭୋ, ଏଭିନ ଲୁଇସ୍, ଫେବିୟନ ଆଲେନ୍, କେମର ରୋଚ, ନିକୋଲସ ପୁରନ, ଓସେନ ଥୋମାସ୍, ସାଇ ହୋପ୍ , ସାନନ୍ ଗାବ୍ରିଏଲ୍, ଶେଲଡନ୍ କଟ୍ଟରେଲ, ସିମରନ୍ ହେଟମେୟର ।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…