ଭାରତୀୟ ଟିମ୍ ର ପ୍ରସିଦ୍ଧ ସ୍ପିନର୍ ଯୁଜୁବେନ୍ଦ୍ର ଚହଲଙ୍କ ଭାବିପତ୍ନୀ ଧନଶ୍ରୀ ବର୍ମା ନିଜର ଡ୍ୟାନ୍ସ ଦ୍ୱାରା ଲୋକଙ୍କ ମନରେ ରାଜ୍ କରିଥିବାର ନଜର ଆସିଛନ୍ତି। ଜଣେ ଡ୍ୟାନ୍ସର ରୂପେ ନିଜର କ୍ୟାରିୟର କରିବାକୁ ନେଇ ଧନଶ୍ରୀ ସୋସିଆଲ ମିଡିଆରେ ପ୍ରାୟତଃ ନିଜର ଡ୍ୟାନ୍ସିଂ ଭିଡିଓ ସେୟାର କରିଥାନ୍ତି। ଏହି ଭିଡିଓରେ ସେ ଗୋଟିଏ ରୁ ଗୋଟିଏ ହିଟ୍ ଗୀତରେ ଠୁମକା ଲଗାଉଥିବାର ନଜର ଆସିଛନ୍ତି। ସୋସିଅଲ ମିଡିଆରେ ତାଙ୍କ ଭିଡିଓ ଖୁବ୍ ଭାଇରାଲ ହେବା ସହ ତାଙ୍କ ଅନ୍ଦାଜ୍ ଲୋକଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସିଛି। ଏସବୁ ମଧ୍ୟରେ ଧନଶ୍ରୀଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାକୁ ଆସିଛି, ଯେଉଁଥିରେ ସେ ‘ସରାରା ସରାରା’ (Sharara Sharara) ଗୀତରେ ହଟ୍ ଅନ୍ଦାଜ୍ ରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି।
ସୂଚନା ମୁତାବକ ଧନଶ୍ରୀ ଧନଶ୍ରୀ ବାସ୍ତବରେ ଜଣେ ଡାକ୍ତର କିନ୍ତୁ ଡ୍ୟାନ୍ସ ପାଇଁ ଖୁବ୍ ଲୋକପ୍ରିୟତା ହାସଲ କରିପାରିଛନ୍ତି। କିଛି ଦିନ ପୂର୍ବରୁ ଧନଶ୍ରୀଙ୍କ ସହ ଯୁଜୁବେନ୍ଦ୍ରଙ୍କ ନିର୍ବନ୍ଧ ହୋଇଯାଇଛି। ଏଥିସହ ଆଇପିଏଲ୍ ୨୦୨୦ରେ ଧନଶ୍ରୀ ଯୁଜୁବେନ୍ଦ୍ରଙ୍କୁ ଚିୟର୍ କରିବା ପାଇଁ ଦୁବାଇ ମଧ୍ୟ ପହଞ୍ଚିଥିଲେ।
ମେଷ: ଅନ୍ୟମାନଙ୍କ ସଫଳତା ଦ୍ୱାରା ଆର୍ଥିକ ଲାଭବାନ ହେବେ । ପ୍ରେମ କରୁଥିବା ଲୋକଙ୍କୁ ସାଥୀଙ୍କ କଥାକୁ ବୁଝିବାକୁ ପଡ଼ିବ,…
ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ୭୨ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଏମାନଙ୍କ ମଧ୍ଯରେ ୩୦ ଜଣ କ୍ୟାବିନେଟ ମନ୍ତ୍ରୀ ରହିଥିବା…
ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସେଲିବ୍ରିଟିଙ୍କ ଗହଳି। ଶାହାରୁଖ ଖାନ, ରଜନୀକାନ୍ତ, ଅକ୍ଷୟ କୁମାର ସାମିଲ ହୋଇଥିଲେ। ଅନୀଲ କପୁର,…
ଭୁବନେଶ୍ୱର : ଭୁବନେଶ୍ୱର ଜୟଦେବ ଭବନଠାରେ ଆୟୋଜିତ ‘ଭୁବନେଶ୍ୱର ଚଳଚ୍ଚିତ୍ର ଉତ୍ସବ’ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି । ଶେଷ…
ମୋଦିଙ୍କ ନୂଆ ଟିମରେ ଓଡ଼ିଶାର ୩ ସାଂସଦ । ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ ।…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩ୟ ଇନିଂସ ଆରମ୍ଭ …