କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ପୁଣି ଟିକା ଅଭାବ। ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। କୋଭିସିଲ୍ଡ୍ ଟିକାର ଅଭାବ କାରଣରୁ ବନ୍ଦ ରହିଛି ଭ୍ୟାକ୍ସିନେସନ୍ । ଅନୁଗୁଳ, ବଲାଙ୍ଗିର, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା କୋରାପୁଟ ଏବଂ ସୋନପୁରରେ ଟିକାକରଣ ହେଉନି। ଆଗକୁ ଟିକା ଆସିବା ପର୍ଯ୍ୟନ୍ତ ଟିକାକରଣ କେନ୍ଦ୍ରକୁ ବନ୍ଦ କରି ଦିଆଯାଇଛି।
ରାଜ୍ୟରେ ଏବେ କୋଭିସିଲ୍ଡ ଟିକାର ଅଭାବ ଦେଖାଦେଲାଣି। ଭୁବନେଶ୍ୱରରେ ୨୧୦ଟି କେନ୍ଦ୍ର ମଧ୍ୟରୁ ୬୮ଟି କେନ୍ଦ୍ରରେ ଟିକାକରଣ କରାଯାଉଛି। ଟିକା ଦେବା ଦାୟିତ୍ୱ ହେଉଛି କେନ୍ଦ୍ର ସରକାରଙ୍କର। ଯେତିକି ପରିମାଣର ଟିକା ଦେବେ ସେତିକି ଟିକା ବ୍ୟବହାର କରିବୁ। ଯେତିକି ଟିକା ମିଳୁଛି ସେହି ଅନୁସାରେ ଟିକାକରଣ କରୁଛୁ ବୋଲି କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ରାଜ୍ୟରେ ମଝିରେ ମଝିରେ ଟିକାର ନିଅଣ୍ଟିଆ ପରିସ୍ଥିତି ସୃଷ୍ଟି ହେଉଛି।
ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…
ଭଦ୍ରକ( କେନ୍ୟୁଜ୍): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…
ପୁରୀ(କେନ୍ୟୁଜ୍): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…
ଭଦ୍ରକ (କେନ୍ୟୁଜ୍): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…
ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…
ଭୁବନେଶ୍ୱର(କେନ୍ୟୁଜ୍): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…