ରାଜ୍ୟ

ରାଜଧାନୀରେ ପୁଣି ଗନ୍‌ ଡିଲ୍, କମିଶନରେଟ୍‌ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ

ଭୁବନେଶ୍ୱର: ରାଜଧାନୀରେ ପୁଣି ଆଉ ଏକ ଗନ୍‌ ଡିଲ୍ ଘଟଣା ପଦାକୁ ଆସିଛି ‌। କାରବାର ଅଭିଯୋଗରେ ପୋଲିସ ହାତରେ ଧରା ପଡିଲେ ୨ ବେପାରୀ । ଖଣ୍ଡିଗିରି ଅଞ୍ଚଳରୁ ୨ଜଣଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏହି ଦୁଇ ବେପାରୀ ଜଟଣୀରୁ ଚନ୍ଦ୍ରଶେଖରପୁରକୁ ବନ୍ଧୁକ ଡିଲ୍‌ ପାଇଁ ଯାଉଥିବାବେଳେ ସେମାନଙ୍କୁ ପୋଲିସ ଗିରଫ କରିଥିଲା।

KNews Bureau

Recent Posts

ଚା’ ଦୋକାନୀ ଉପରକୁ ତତଲା ଚା ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ

ସାଲେପୁର (କେନ୍ୟୁଜ): ଚା ଦୋକାନୀ ଙ୍କ ଉପରକୁ ତତଲା ଚା ହାଣ୍ଡି ଢାଳି ଦେଲେ ଦୁର୍ବୃତ୍ତ । ଏଭଳି ଏକ…

1 min ago

ଆଜିଠୁ ମାଛଧରା ଆରମ୍ଭ, ୬୧ ଦିନ ପରେ ହଟିଲା କଟକଣା

ପାରାଦୀପ (କେନ୍ୟୁଜ): ନଦୀ ମୁହାଣ ଏବଂ ସମୁଦ୍ରରେ ମାଛଧରା ଉପରେ ଥିବା ୬୧ ଦିନର କଟକଣା ଶେଷ ହୋଇଛି । …

5 mins ago

ରଜ ମଉଜରେ ଶଶିକାନ୍ତଙ୍କ ବନାରସ ପାନର ମଜା ନିଆରା

କାକଟପୁର(କେନ୍ୟୁଜ):ମଉଜ ମଜଲିସ୍,ହସ ଉଲ୍ଲାସ । ରଜ ଆସିଲେ ସମସ୍ତେ ଖୋଜନ୍ତି ପୋଡ଼ପିଠା, ଦୋଳି ଖେଳ ଓ ରଜ ପାନ ।…

34 mins ago

ରଜକୁ ନେଇ ଚଳଚଞ୍ଚଳ ରେଶମ ସହର ବ୍ରହ୍ମପୁର, ରଜ ଦୋଳି ଖେଳିଲେ ଦୃଷ୍ଟିବାଧିତ ଛାତ୍ରୀ

ବ୍ରହ୍ମପୁର (କେନ୍ୟୁଜ): ଓଡ଼ିଶାର ଗଣ ପର୍ବ ହେଉଛି ରଜ ପର୍ବ । ରଜକୁ ନେଇ ଉତ୍ସବ ମୁଖର ହୋଇଉଠିଛି ରେଶମ…

1 hour ago

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୨୦ଫୁଟ ତଳକୁ ଖସିପଡିଲା ଉଭୟ ଗାଡି

ଘଟଗାଁ (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ଏକ ଯାତ୍ରୀବାହୀ ବସକୁ ଧକ୍କା…

1 hour ago

ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା ମୂଲ୍ୟ

ପେଟ୍ରୋଲ ହେଉଛି ଏକ ଦୈନଦିନ ଖର୍ଚ୍ଚ । ଯେଉଁଠି ପାଇଁ ଆମେ ସବୁବେଳେ ଦର ଉପରେ ନଜର ରଖିଥାଉ ।…

2 hours ago