ମୋହନା(କେନ୍ୟୁଜ୍): ଆର. ଉଦୟଗିରି ସବ-ଜେଲ ରୁ ଦୁଇ କଏଦୀ ଫେରାର, ଫେରାର ଦୁଇ କଏଦୀ ହେଲେ ପୁରୀର ଶରତ କୁମାର ଦେ, ଏବଂ ଅଡବା ଥାନା ଗୁଲୁବା ଅଞ୍ଚଳ ର କରୁଣା ଗମାଙ୍ଗ । ଆଜି ସକାଳ ୯.୪୫ ମିନିଟରେ ଦୁଇ କଏଦୀ ଜେଲ କାନ୍ଥ ଡେଇଁ ଫେରାର ହୋଇଥିବା ସୂଚନା ମିଳିଛି l ଗତ ଅଗଷ୍ଟ ମାସ ୨୧ ତାରିଖରେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଗିରଫ ହୋଇ ବନ୍ଦୀ ଥିଲେ ଦୁଇ ଜଣ କଏଦୀ l
ଜଣେ କଏଦୀ ଧରାପଡ଼ିଥିବାର ଜେଲ କତୃପକ୍ଷ ସୂଚନା ଦେଇଛନ୍ତି l ଅନ୍ୟପଟେ ଆର. ଉଦୟଗିରି ପୋଲିସ ଏବଂ ଜେଲ କତୃପକ୍ଷ ଅନ୍ୟ କଏଦୀର ସନ୍ଧାନରେ ଲାଗିଥିବାର ସୂଚନା ଦେଇଛନ୍ତି ଆର. ଉଦୟଗିରି ଜେଲ ଅଧିକ୍ଷକ କେଦାରନାଥ ବେହେରା l
କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…
ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…
ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା । ଅସହ୍ୟ…
ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…
ଇରାନ୍ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…
Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…