ବାଲେଶ୍ବର(କେନ୍ୟୁଜ୍): ନୀଳଗିରି ଥାନା କାଣ୍ଡଗରଡ଼ି ଗ୍ରାମରେ DJ ସାଉଣ୍ଡରେ ୬୩ଟି କୁକୁଡ଼ା ମରିଯାଇଥିବା ନେଇ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି କୁକୁଡ଼ା ଚାଷୀ । ଅଭିଯୋଗ ଆନୁଯାୟୀ ଗତକାଲି ରାତିରେ ଗ୍ରାମର ଜଣେ ବ୍ଯକ୍ତିଙ୍କ ଝିଅ ବାହାଘରକୁ ବରଯାତ୍ରୀ ସାଙ୍ଗରେ DJ ବଜାଇ ଆସିଥିଲେ। କୁକୁଡ଼ା ଫାର୍ମ ନିକଟରେ ଯୁବ କୁକୁଡ଼ା ଚାଷୀ ରଞ୍ଜିତ ପରିଡା ବରଯାତ୍ରୀଙ୍କୁ ଡିଜେ ସାଉଣ୍ଡ କମାଇବାକୁ ନେହୁରା ହୋଇଥିଲେବି କେହି ତାଙ୍କ କଥାକୁ ଶୁଣିନଥିଲେ।
ପରେ ସାଉଣ୍ଡ ଅଧିକ ଯୋଗୁ ଫାର୍ମରେ ଥିବା କୁକୁଡ଼ା ଗୁଡ଼ିକ ମରି ପଡିଥିଲେ। ପାଖାପାଖି ୬୩ ଟି କୁକୁଡ଼ା ମରିଯାଇଥିବା ବେଳେ ନା କନ୍ଯାପକ୍ଷ ନା ବରପକ୍ଷ କେହିବି ଶୁଣିନଥିଲେ। ପରେ ଯୁବକ ଜଣଙ୍କ ଆଜି ନୀଳଗିରି ଥାନାର ଅଭିଯୋଗ ପତ୍ର ନେଇ ଦ୍ୱାରସ୍ତ ହୋଇଛନ୍ତି। ଅଭିଯୋଗ ପରେ ନୀଳଗିରି ପୋଲିସ ତଦନ୍ତ ଜାରି ରଖିଛି।
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…