ଭଦ୍ରକ(କେ ନ୍ୟୁଜ): କାଲିଠାରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା। କରୋନା ପାଇଁ ଦୀର୍ଘ ୧୦ମାସ ଧରି ବନ୍ଦ ଥିଲା ପାଠପଢା। ଜାନୁଆରିରୁ ଦଶମ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଥିଲା । ନବମଶ୍ରେଣୀ କାଲିଠାରୁ ଖୋଲିବାକୁ ଯାଉଥିବାରୁ ଛାତ୍ରଛାତ୍ରୀମାନେ ବେଶ ଖୁସି ଅଛନ୍ତି। ଏଥିପାଇଁ ସ୍କୁଲଗୁଡ଼ିକରେ ସମସ୍ତ ପ୍ରକାର ପ୍ରତିଷେଧ ମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଛି। କୋଭିଡ ପାଇଁ ଯେଉଁ ସ୍କୁଲଗୁଡ଼ିକରେ ଟିଏମ୍ସି କେନ୍ଦ୍ର
ହୋଇଥିଲା ତାକୁ ସାନିଟାଇଜ କରାଯାଇଛି। ଏହା ପୂର୍ବରୁ ଅଭିଭାବକଙ୍କ ସହ ମଧ୍ୟ ସ୍କୁଲ ପକ୍ଷରୁ ଆଲୋଚନା କରାଯାଇଛି। ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବେ। ସକାଳ ସାଢେ ଆଠଟାରୁ ପାଠପଢା ଆରମ୍ଭ ହୋଇ ସାଢେ ଦଶଟାରେ ଶେଷ ହେବ। ଏହାକୁ ନେଇ ସ୍କୁଲରେ ପ୍ରସ୍ତୁତି ଶେଷ ହୋଇଛି ।
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…