କଟକ : ପୁଣି ନକଲି କାରଖାନା। କଟକ ଜଗତପୁର ଶିଳ୍ପାଞ୍ଚଳରେ ନକଲି ସିମେଣ୍ଟ କାରଖାନା ଠାବ କରାଯାଇଛି। ନାମୀ ଦାମୀ କମ୍ପାନୀ ନାଁରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ୍ ସାମଗ୍ରୀ। ଜଗତପୁର ଥାନା ପୋଲିସ ଚଢାଉ ବେଳେ ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଜବତ ହୋଇଛି।
୨ହଜାରରୁ ଅଧିକ ନକଲି ସିମେଣ୍ଟ ପ୍ୟାକେଟ ସହ ମେସିନ୍ ଓ ଦାମୀ କମ୍ପାନୀର ଲୋଗୋ ଥିବା ବସ୍ତା ଜବତ କରାଯାଇଛି। ଦୀର୍ଘ ଦିନ ଧରି ଏଠାରେ ନକଲି ସିମେଣ୍ଟ ବ୍ୟବସାୟ ଚାଲିଥିଲା। ଗତକାଲି କଟକ ବାଦାମବାଡ଼ି ଥାନା ଅଞ୍ଚଳରେ ପିଠାପୁର ମୁନ ଲାଇଟ ଲେନରେ ଦୁର୍ଗା ଉଦ୍ୟୋଗ ନାମରେ ଚାଲିଥିବା ଏହି ଘିଅ କମ୍ପାନୀ ଉପରେ ଚଢ଼ାଉ କରି ସିଲ କରିଥିଲା କମିଶନରେଟ୍ ପୋଲିସ। କୋଟିଏରୁ ଉର୍ଦ୍ଧ୍ଵ ଟଙ୍କାର ସାମଗ୍ରୀ ସହ ବହୁ ଯନ୍ତ୍ରପାତି ଜବତ କରାଯାଇଥିଲା।
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…
ସୁବର୍ଣ୍ଣପୁର(କେନ୍ୟୁଜ୍) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…
କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…
ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…