କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏକ କର୍ମଶାଳା । ଯାହାର ଶୀର୍ଷକ ରହିଛି ଇଣ୍ଟିଗ୍ରେଟିଙ୍ଗ କ୍ରାଫ୍ଟ ସ୍କିଲ୍ ଇନ ସ୍କୁଲ ଏଜୁକେସନ । ଏହି କାଯ୍ୟକ୍ରମକୁ କିଟ ଓ କିସ ବିଶ୍ୱବିଦ୍ୟାଳୟର ସମ୍ପାଦକ ଆର.ଏନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଶିକ୍ଷା କ୍ଷତ୍ରରେ କ୍ରାଫ୍ଟ ଶିକ୍ଷାକୁ କଭଳି ସାମଲି କରାଯାଇପାରିବ । ଯେଉଁଭଲି ଜଣେ ଛାତ୍ର କିମ୍ବା ଛାତ୍ରୀ ଶିକ୍ଷା ସହ ରୋଜଗାର ବିଭିନ୍ନ ଦିଗକୁ ମଧ୍ୟ ଛୁଇଁପାରିବ ସେନେଇ କର୍ମଶାଳାରେ ଆଲୋଚନା ହୋଇଛି । ନଭେମ୍ବର ୧୪ ତାରିଖରେ କାର୍ଯ୍ୟକ୍ରମର ଉଦଯାପନୀ ହେବ ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…