Below header

କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି କର୍ମଶାଳା, ଶୀର୍ଷକ ରହିଛି ଇଣ୍ଟିଗ୍ରେଟିଙ୍ଗ କ୍ରାଫ୍ଟ ସ୍କିଲ୍‌ ଇନ ସ୍କୁଲ ଏଜୁକେସନ

କିଟ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଏକ କର୍ମଶାଳା । ଯାହାର ଶୀର୍ଷକ ରହିଛି ଇଣ୍ଟିଗ୍ରେଟିଙ୍ଗ କ୍ରାଫ୍ଟ ସ୍କିଲ୍‌ ଇନ ସ୍କୁଲ ଏଜୁକେସନ । ଏହି କାଯ୍ୟକ୍ରମକୁ କିଟ ଓ କିସ ବିଶ୍ୱବିଦ୍ୟାଳୟର ସମ୍ପାଦକ ଆର.ଏନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଦଘାଟନ କରିଥିଲେ । ଶିକ୍ଷା କ୍ଷତ୍ରରେ କ୍ରାଫ୍ଟ ଶିକ୍ଷାକୁ କଭଳି ସାମଲି କରାଯାଇପାରିବ । ଯେଉଁଭଲି ଜଣେ ଛାତ୍ର କିମ୍ବା ଛାତ୍ରୀ ଶିକ୍ଷା ସହ ରୋଜଗାର ବିଭିନ୍ନ ଦିଗକୁ ମଧ୍ୟ ଛୁଇଁପାରିବ ସେନେଇ କର୍ମଶାଳାରେ ଆଲୋଚନା ହୋଇଛି । ନଭେମ୍ବର ୧୪ ତାରିଖରେ କାର୍ଯ୍ୟକ୍ରମର ଉଦଯାପନୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.