ଭଦ୍ରକ ଚାନ୍ଦବାଲିରେ ଲଜ୍ଜା, ଭାଇକୁ ମାଡ଼ ମାରି ନାବାଳିକାଙ୍କୁ ଗଣଦୁର୍ଷ୍କମ

ଭଦ୍ରକ ଚାନ୍ଦବାଲିରେ ଲଜ୍ଜା । ଯାତ୍ରା ଦେଖି ଘରକୁ ଫେରୁଥିବା ବେଳେ ସମ୍ପର୍କୀୟ ଭାଇକୁ ମାଡ଼ ମାରି ନାବାଳିକାଙ୍କୁ ୪ ଜଣ ଯୁବକ ଗଣଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି । ଭୋର ସମୟରେ ନାବାଳିକା ଜଣକ ମାଉସୀ ପୁଅ ସାଙ୍ଗରେ ସାଇକଲରେ ମାମୁ ଘରକୁ ଫେରୁଥିବା ବେଳେ ୪ ଯୁବକ ମାଡ଼ ମାରି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପୀଡିତାଙ୍କ ବାପା । ଜଣେ ଯୁବକକୁ ପୋଲିସ ଅଟକ ରଖିଥିବା ବେଳେ ତିନି ଜଣ ଫେରାର ଅଛନ୍ତି ।

Leave A Reply

Your email address will not be published.