ରାଉରକେଲା(କେନ୍ୟୁଜ୍): ରାଉରକେଲା NIT ଛାତ୍ରଙ୍କ ନୂତନ ଉଦ୍ଭାବନ । ପକ୍ଷୀ ଭଳି ଉଡୁଥିବା ଏକ ଡ୍ରୋନ ଓ ଗଭୀର ଜଳରେ ବୁଡ଼ି ବିଭିନ୍ନ ସୂଚନା ସଂଗ୍ରହ ପାଇଁ ଅତ୍ୟାଧୁନିକ ୟନ୍ତ୍ରପାତି ଖଞ୍ଜା ରୋବର୍ଟ ଉଦ୍ଭାବନ କରିଛନ୍ତି ଛାତ୍ରମାନେ । ୨୦୧୪ ମସିହାରୁ ଉଭୟ ଡ୍ରୋନ ଏବଂ ରୋବର୍ଟ ସମ୍ପର୍କରେ ରିସର୍ଚ୍ଚ କରିବା ଆରମ୍ଭ କରାଯାଇଥିଲା ।
ଉଭୟ ଡ୍ରୋନ ଏବଂ ରୋବର୍ଟର ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ କୋରାସିଆ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ ନାଁରେ ଏକ କମ୍ପାନୀ ଆରମ୍ଭ କରାଯାଇଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ୨୦୧୬ ମସିହାରେ ଏହାର ପେଟେଣ୍ଟ ପାଇଁ ଆବେଦନ କରାଯାଇଥିଲା । ଦୀର୍ଘ ୬ ବର୍ଷ ପରେ ପେଟେଣ୍ଟ ମିଳିଯିବା ପରେ ବହୁତ ଖୁସି ଅଛନ୍ତି ଟିମ୍ ଲିଡର ଦେବେନ୍ଦ୍ର ପ୍ରଧାନ ।
ମେଷ: ଆଜି ନିଜ ଉପରେ ଆତ୍ମବିଶ୍ୱାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । କୌଣସି କାମ…
ପୁରୀ : ଜୁନ ୨୨ରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣମୀ । ୧୦୮ ଗଡୁ ସୁବାସିତ ଜଳରେ ଦିବ୍ୟସ୍ନାନ କରିବେ ମହାପ୍ରୠୁ…
ବାଲେଶ୍ବର : ବାଲେଶ୍ବର ସହରରେ କର୍ଫ୍ୟୁ ପରେ ୪୮ ଘଣ୍ଟା ପାଇଁ ସୋସିଆଲ ମିଡିଆ ବନ୍ଦ । ଗୋଷ୍ଠୀ ସଂଘର୍ଷ…
ବରଗଡ଼ : ସେପଟେ ଓଡ଼ିଶାର ଚାଷୀଙ୍କୁ ପିଏମ୍ କିଷାନ ସମ୍ମାନ ନିଧି କିସ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ…
ଆସ୍କା : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗ୍ରାମ ନିକଟରେ ଯାତ୍ରୀବାହି ଅଟୋ ଓଲଟି ଡ୍ରାଇଭର ସମେତ ୫…
ସୋର(କେନ୍ୟୁଜ୍): ଦିଲ୍ଲୀରେ ଚଳାଇଥିଲେ ଲୁଟ୍ର ଆତଙ୍କ । କୋଟି କୋଟି ଟଙ୍କା ଲୁଟି ଦିଲ୍ଲୀରୁ ଛୁ ମାରିଥିଲେ । ସେ…