Below header

NIT ଛାତ୍ରଙ୍କ ଦ୍ୱାରା ଅତ୍ୟାଧୁନିକ ଡ୍ରୋନ୍ ଏବଂ ରୋବର୍ଟ ଉଦ୍ଭାବନ, ୨୦୧୪ରୁ ଚାଲିଥିଲା ରିସର୍ଚ୍ଚ

ରାଉରକେଲା(କେନ୍ୟୁଜ୍): ରାଉରକେଲା NIT ଛାତ୍ରଙ୍କ ନୂତନ ଉଦ୍ଭାବନ । ପକ୍ଷୀ ଭଳି ଉଡୁଥିବା ଏକ ଡ୍ରୋନ ଓ ଗଭୀର ଜଳରେ ବୁଡ଼ି ବିଭିନ୍ନ ସୂଚନା ସଂଗ୍ରହ ପାଇଁ ଅତ୍ୟାଧୁନିକ ୟନ୍ତ୍ରପାତି ଖଞ୍ଜା ରୋବର୍ଟ ଉଦ୍ଭାବନ କରିଛନ୍ତି ଛାତ୍ରମାନେ । ୨୦୧୪ ମସିହାରୁ ଉଭୟ ଡ୍ରୋନ ଏବଂ ରୋବର୍ଟ ସମ୍ପର୍କରେ ରିସର୍ଚ୍ଚ କରିବା ଆରମ୍ଭ କରାଯାଇଥିଲା ।

ଉଭୟ ଡ୍ରୋନ ଏବଂ ରୋବର୍ଟର ସମ୍ପୂର୍ଣ୍ଣ ପ୍ରସ୍ତୁତି ପରେ କୋରାସିଆ ଟେକ୍ନୋଲୋଜି ପ୍ରାଇଭେଟ୍‌ ଲିମିଟେଡ ନାଁରେ ଏକ କମ୍ପାନୀ ଆରମ୍ଭ କରାଯାଇଥିଲା । ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ୨୦୧୬ ମସିହାରେ ଏହାର ପେଟେଣ୍ଟ ପାଇଁ ଆବେଦନ କରାଯାଇଥିଲା । ଦୀର୍ଘ ୬ ବର୍ଷ ପରେ ପେଟେଣ୍ଟ ମିଳିଯିବା ପରେ ବହୁତ ଖୁସି ଅଛନ୍ତି ଟିମ୍‌ ଲିଡର ଦେବେନ୍ଦ୍ର ପ୍ରଧାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.